Browsing Tag

।india vs pakistan

ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: T20 ବିଶ୍ବକପ୍ ପାଇଁ ପ୍ରକାଶ ପାଇଲା କ୍ରୀଡ଼ା ସୂଚୀ । ଜୁନ ୯ରେ ଭାରତ-ପାକିସ୍ତାନ ଲଢେଇ। ନ୍ୟୁୟର୍କର ଏସେନହାୱର ପାର୍କରେ ଖେଳାଯିବ ମ୍ୟାଚ୍ । ଗୋଟିଏ ଗ୍ରୁପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଖେଳିବେ । ଗ୍ରୁପ୍- Aରେ ଭାରତ, ପାକିସ୍ତାନ ସମେତ ଆମେରିକା,…

ଇଣ୍ଡିଆ ମେଣ୍ଟର ବୈଠକ, କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ । କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ । ଓଡ଼ିଶା ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି ପ୍ରସ୍ତୁତ । ନିଜ ସପକ୍ଷରେ ଜନମତ ସଂଗ୍ରହ ପାଇଁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ଦୁଇ ମାସରେ ରାଜ୍ୟର ୪…

ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ଧାରା ଜାରି

ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ଧାରା ଜାରି । ଅହମ୍ମଦାବାଦ ମ୍ୟାଚରେ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ପରେ ଧୂଆଁଧାର ବ୍ୟାଟିଂ ଆଣିଦେଲେ ସହଜ ବିଜୟ। ପାକିସ୍ତାନୀ ବୋଲରଙ୍କୁ ପ୍ରହାର କଲେ ହିଟ୍ ମ୍ୟାନ୍ ।…

୧୯୧ ରନରେ ପାକିସ୍ତାନ ଅଲ୍‌ ଆଉଟ୍‌, ବିଜୟ ପାଇଁ ଭାରତକୁ ଦରକାର ୧୯୨ ରନ୍‌

ମାତ୍ର ୪୨.୫ ଓଭରରେ ୧୯୧ ରନ କରି ଅଲ୍‌ ଆଉଟ ହେଲା ପାକିସ୍ତାନ । ଭାରତକୁ ବିଜୟ ପାଇଁ ୧୯୨ ରନ ଟାର୍ଗେଟ ଦେଇଛି ପାକିସ୍ତାନ । ଯଦିଓ ପାକିସ୍ତାନର ପ୍ରଦର୍ଶନ ଆରମ୍ଭରୁ ଭଲ ଥିଲେ ମଧ୍ୟ ବାବର ଆଜମଙ୍କ ଆଉଟ ପରେ ଧିରେ ଧିରେ ପାକିସ୍ତାନର ଓ୍ଵିକେଟ ପତନ ଆରମ୍ଭ ହୋଇଥିଲା । ଭାରତ ଟସ୍‌ ଜିତି…

‘ପିଓକେ’କୁ ଖାଲି କରିବା ପାଇଁ ଦାବି କଲା ଭାରତ, ନ୍ୟାୟ ପାଇଁ ଅପେକ୍ଷା

ଭାରତର ଅଭିନ୍ନ ଅଙ୍ଗ ହେଉଛି ଜମ୍ମୁ କାଶ୍ମୀର । କିନ୍ତୁ ପାକିସ୍ତାନ ଭାରତ ସୀମାରେ ଥିବା ପିଓକେକୁ ବେଆଇନ ଭାବେ କବଜା କରି ରଖିଛି । ବର୍ତ୍ତମାନ ‘ପିଓକେ’କୁ ତୁରନ୍ତ ଖାଲି କରିବା ପାଇଁ ଭାରତ ଦାବି କରିଛି । ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ଆତଙ୍କବାଦ ବିରୋଧରେ…

‘ସୀମାପାର ଆତଙ୍କୀ ଫ୍ୟାକ୍ଟ୍ରି ବନ୍ଦ କର, ପିଓକେ ତୁରନ୍ତ ଖାଲି କର’: ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ଭାରତ ସୀମାରେ ପାକ ବେଆଇନ ଭାବେ କବଜା କରି ରଖିଥିବା ସ୍ଥାନ ପିଓକେ କୁ ତୁରନ୍ତ ଖାଲି କରିବାକୁ ଭାରତ ଦାବି କରିଛି । ଏଥିସହ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପ୍ରତିନିଧି ଦାବି କରିଛନ୍ତି । ସୀମାପାର ଆତଙ୍କବାଦ…

ଏସିଆ କପ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବିବାଦ, ଜୟ ଶାହଙ୍କୁ ଟାର୍ଗେଟ୍‌ କଲେ ପିସିବିର ପୂର୍ବତନ ମୁଖ୍ୟ

ଚଳିତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ରବିବାର ଦିନ ପୁଣି ସାମନା ସାମନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ତେବେ ଏହି ମ୍ୟାଚ୍‌ ପୂର୍ବରୁ ଆରମ୍ଭ ହେଲାଣି ବିବାଦ । ଯାହା ପଛରେ କାରଣ ରହିଛି ପାଣିପାଗ । ଶ୍ରୀଲଙ୍କା କଲମ୍ବୋରେ ଏସିଆ କପ୍‌ ସୁପର…

ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍

ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍। ଏହା ଉପଯୁକ୍ତ ସମୟ ମଇଦାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କହିଛନ୍ତି ପାକିସ୍ତାନୀ ଅଲରାଉଣ୍ଡର ଅକମଲ । ଗତକାଲି ମାଳଦ୍ୱୀପ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ‍…

ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ, ପାକ ସରକାରଙ୍କ ସବୁଜ ସଂକେତ

ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ମିଳିଲା ପାକ ସରକାରଙ୍କ ସବୁଜ ସଂକେତ । ଆସନ୍ତା ୨୦୨୩ ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଣଳୟର ୱେବସାଇଟରେ ସୂଚନା ଦିଆଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ବର୍ତ୍ତମାନ ପାକିସ୍ତାନ…

ବାଂଲାଦେଶକୁ ହରାଇ ସେମିଫାଇନାଲରେ ପାକିସ୍ତାନ, ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଟକ୍କର !

ଆଇସିସି ଟି-୨୦ ବିଶ୍ୱକପରେ ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ! ବର୍ତ୍ତମାନ ସେମି ଫାଇନାଲରେ ୪ଟି ଟିମ୍‌ ପହଞ୍ଚି ଯାଇଛନ୍ତି । ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିରେ ପ୍ରବେଶ କରିଥିବା ବେଳେ ଆଜି ବାଂଲାଦେଶକୁ ହରାଇ ପାକିସ୍ତାନ ସେମିରେ ପ୍ରବେଶ କରିଛି । ଏହି ତିନି…

ଦୀପାବଳି ଭେଟି ଦେଲା ଟିମ୍‌ ଇଣ୍ଡିଆ, ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱ କପ୍‌ରେ ହାସଲ କଲା ଦମଦାର ବିଜୟ

ମେଲବର୍ଣ୍ଣ : ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ଟିମ୍‌ ଇଣ୍ଡିଆର ଦୀପାବଳି ଉପହାର । ରବିବାର ଛୁଟି ଦିନରେ ଏକଦମ ଏନଜୟମେଣ୍ଟ କରିବାର ସୁଯୋଗ ଦେଇଛି ରୋହିତ ଶର୍ମା ଟିମ୍‌ । ଶେଷ ଓଭରରେ ହାଇଡ୍ରାମା । ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯେଉଁ ରୋମାଞ୍ଚ ଥାଏ ତାହା ଆଜି ମ୍ୟାଚ୍‌ର ଅନ୍ତିମ ଓଭରରେ…