CEC ଏବଂ ECଙ୍କ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟ ବିଚାରପତିଙ୍କ ଦଖଲ ହଟାଇବା ପାଇଁ ରାଜ୍ୟ ସଭାରେ ବିଲ୍‌

CEC ଏବଂ ECଙ୍କ ନିଯୁକ୍ତି ପ୍ରକ୍ରିୟାରୁ ଭାରତର ପ୍ରଧାନ ବିଚାରପତିଂକୁ ବାଦ୍ ଦେବା ଅର୍ଥ ପୋଲ ପ୍ୟାନେଲକୁ ପ୍ରଧାନମନ୍ତ୍ରୀଙ୍କ ହାତର ଖେଳଣା କରିବାକୁ ଏକ ଖୋଲା ପ୍ରୟାସ । ଆଜି ରାଜ୍ୟସଭାରେ ଆଗତ ଏ ସଂପର୍କୀତ ବିଲ୍ କୁ ଜୋରଦାର ବିରୋଧ କରିଛି କଂଗ୍ରେସ ।

CEC ଏବଂ ECଙ୍କ ନିଯୁକ୍ତି ପ୍ରକ୍ରିୟାରୁ ଭାରତର ପ୍ରଧାନ ବିଚାରପତିଂକୁ ବାଦ୍ ଦେବା ଅର୍ଥ ପୋଲ ପ୍ୟାନେଲକୁ ପ୍ରଧାନମନ୍ତ୍ରୀଙ୍କ ହାତର ଖେଳଣା କରିବାକୁ ଏକ ଖୋଲା ପ୍ରୟାସ । ଆଜି ରାଜ୍ୟସଭାରେ ଆଗତ ଏ ସଂପର୍କୀତ ବିଲ୍ କୁ ଜୋରଦାର ବିରୋଧ କରିଛି କଂଗ୍ରେସ । ଆଜିର ଦିନକୁ ଗଣତନ୍ତ୍ର ଇତିହାସରେ ସଂସଦରେ କଳା ଦିବସ କହିଛି ଦଳ।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଏକ ଏତିହାସିକ ରାୟ ଶୁଣାଇଥିଲା । ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନଙ୍କୁ କାର୍ଯ୍ୟାପାକିକା ହାତରୁ ରକ୍ଷା କରିବା । କୋର୍ଟ ଆଦେଶ ଦେଇଥିଲା ଯେ ଏହାର ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ଭାରତ ମୁଖ୍ୟ ବିଚାରପତି ସଦସ୍ୟ ଥିବା ସମିତିର ଉପଦେଶରେ ରାଷ୍ଟ୍ରପତି ଙ୍କ ଦ୍ୱାରା ନିଯୁକ୍ତି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.