Browsing Tag

rajyasabha

ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା, ରାଘବ ଚଢା ସମେତ ସମସ୍ତ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ କୁ ବଡ଼ ଝଟକା । ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ ସାମିଲ…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର, ବିହାରରେ ନୂଆ ମୁଖ୍ୟମନ୍ତ୍ରୀ ହେବ ଘୋଷଣା

ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ । ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଶପଥ ନେବା ପରେ…

ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ନୂଆଦିଲ୍ଲୀ : ତିନି ଭେଟେରାନ ରାଜନେତାଙ୍କ ନୂଆ ଇନିଂସ ।  ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ।  ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ଓଡ଼ିଆ ଭାଷାରେ ଶପଥ ନେଇଥିଲେ ମନମୋହନ ସାମଲ । …

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ  । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର ।  ଫାଷ୍ଟ ପ୍ରିଫରେନସେର ମନମୋହନ, ସୁଜିତ କୁମାର ସଂତୃପ୍ତ ମିଶ୍ରଙ୍କୁ ୩୫, ୩୫ ଓ ୩୧ ଖଣ୍ଡ ଭୋଟ ମିଳିଛି ।  ଚତୁର୍ଥ ଆସନରେ ପ୍ରଥମ…

ରାଜ୍ୟସଭା ନିର୍ବାଚନରେ ୧୦ ବିଧାୟକଙ୍କ କ୍ରସ ଭୋଟିଂ, କଂଗ୍ରେସରୁ ୩ ଓ ବିଜେଡିରୁ ୫ ବିଧାୟକ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ କଂଗ୍ରେସର ୩ ଜଣ ବିଧାୟକ ଥିବାବେଳେ ବିଜେଡିରୁ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଅନ୍ୟ ଦୁଇଜଣ ବିଜେଡିରୁ ନିଲମ୍ବିତ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।…

କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ, ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଲେ ଭକ୍ତ ଦାସ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଭୋଟ ଦେଉଛନ୍ତି ବିଧାୟକ ।  ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି ।  ଜଣଙ୍କ ପରେ ଜଣେ ବିଧାୟକ ପହଞ୍ଚି ଭୋଟ ଦେଉଛନ୍ତି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଭୋଟ…

ରାଜ୍ୟସଭା ଘୋଡ଼ାବେପାର ଚେତାବନୀ : ଦୁଇ ବିଜେଡି ବିଧାୟକଙ୍କୁ ସୋ କଜ ନୋଟିସ, କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତିଙ୍କ…

ଭୁବନେଶ୍ୱର : ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି ।  ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି । ତିନିଦିନିଆ ବୈଠକରେ ଯୋଗ…

ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ ।  ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକିଲେ ନବୀନ ପଟ୍ଟନାୟକ ।  ୩ ଦିନ ଧରି ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ।  ନବୀନ ନିବାସରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା…

ଘୋଡ଼ା ବେପାର ଭୟ, ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର : ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ ।  ରାଜ୍ୟସଭାରେ ଘୋଡ଼ା ବେପାର ଭୟରୁ ଦୂରେଇ ରହିବାକୁ କଂଗ୍ରେସର ବଡ଼ ରଣନୀତି ।  ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ।  ବେଙ୍ଗାଳୁରୁ ଗଲେ କଂଗ୍ରେସର ୯ ଜଣ ବିଧାୟକ ।  ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, ରାଜନ ଏକ୍କା,…

ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଆଜି, କାଏମ ରହିଲା ୫ ପ୍ରାର୍ଥୀତ୍ବ

ଭୁବନେଶ୍ୱର :  ମିଶନ ରାଜ୍ୟସଭା  ।  ମଇଦାନରେ ୫ ପ୍ରାର୍ଥୀ ।  ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ ଶେଷ ।  ଆଜି ଥିଲା ରାଜ୍ୟସଭା ପ୍ରାର୍ଥୀପତ୍ର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।  କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ରାଜ୍ୟସଭା ନିର୍ବାଚନରେ ଏବେ ୫ ପ୍ରାର୍ଥୀ…

ନୀତୀଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ରାଜ୍ୟସଭା ଯିବାକୁ ଚାହୁଁଛି

ନୂଆଦିଲ୍ଲୀ : ରାଜ୍ୟସଭା ଯିବା ଖବର ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ନୀତୀଶ ଏହାକୁ ନେଇ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଗତ ଦୁଇ ଦଶକରୁ ଅଧିକ ସମୟ ଆପଣମାନେ ନିଜର ବିଶ୍ବାସ ଏବଂ ସମର୍ଥନକୁ ମୋ ସହିତ ରଖିଛନ୍ତି ।…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ! ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ଆଜି କାଲି ଭିତରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ନୂଆଦିଲ୍ଲୀରେ ବିଜେପି ଜାତୀୟ ସଭାପତିଙ୍କୁ ଭେଟି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟସଭା ନିର୍ବାଚନ ପାଇଁ ଜୋରଦାର କସରତ ଚାଲିଥିବା ବେଳେ ଏହି ସାକ୍ଷାତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।…