Browsing Tag

rajyasabha

ବିଜେଡିକୁ ପ୍ରଶଂସାରେ ପୋତି ପକାଇଲେ ମୋଦି,  କହିଲେ ପାର୍ଲାମେଣ୍ଟ ନୀତି ନିୟମକୁ ସବୁ ବେଳେ ମାନି ଆସିଛି ବିଜେଡି

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପାର୍ଲାମେଣ୍ଟ ନୀତି ନିୟମକୁ ସବୁବେଳେ ମାନି ଚାଲିଆସିଛି ବିଜେଡି । କେବେବି ଗୃହର ମଧ୍ୟଭାଗକୁ ଆସି ବିଜେଡି ସାଂସଦମାନେ ହଟ୍ଟଗୋଳ କରି ନାହାନ୍ତି । ତେବେ ଉଚିତ ଢଙ୍ଗରେ…

କଶ୍ମୀରରେ ଉନ୍ନୟନମୂଳକ କାମ ହୋଇପାରିବ, ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଜମ୍ମୁ କାଶ୍ମୀରରୁ ୩୭୦ ଓ ୩୫(ଏ) ଧାରା ଉଛେଦ ଏକ ଐତିହାସିକ ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସାହସିକ ପଦକ୍ଷେପ ନେଇଛନ୍ତି। ଧାରା ଉଚ୍ଛେଦ ହେବା ପରେ ଜାମ୍ମୁକାଶ୍ମୀର ଓ ଲଦାଖରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଗାମୀ ଦିନରେ…

ପୁଣି ରାଜ୍ୟସଭାକୁ ଫେରିବେ ମନମୋହନ ସିଂ, କାଲି ରାଜସ୍ଥାନରୁ ଦାଖଲ କରିପାରନ୍ତି ନାମାଙ୍କନ

ପୁଣି ରାଜ୍ୟସଭାକୁ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆସନ୍ତାକାଲି ରାଜସ୍ଥାନରୁ ନାମାଙ୍କନ ଦାଖଲ କରି ପାରନ୍ତି ମନମୋହନ ସିଂହ। ମନମୋହନଙ୍କୁ ରାଜସ୍ଥାନରୁ ମନୋନିତ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବିଜେପି ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଆସନଟି ଖାଲି…

ରାଜ୍ୟସଭାରେ ଉଠିଲା ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ, ପଦକ୍ଷେପ ନେବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ(କେନ୍ୟୁଜ୍): ଚଳିତ ବଜେଟ୍‌ ବେଷ୍ଟ ବଜେଟ୍‌ ନୁହଁ । ବଜେଟ୍‌ରୁ ନିଯୁକ୍ତି ସୁଯୋଗ ଆଶା କରାଯାଉଥିଲା । ତେବେ ବଜେଟ୍‌ ପରେ ସେନସେକ୍ସ ଖସିଲା । କାହିଁକି ଏପରି ହେଲା, ସେନେଇ ଅର୍ଥମନ୍ତ୍ରୀ କହିବା ଉଚିତ ବୋଲି ବଜେଟ୍‌ ଆଲୋଚନାରେ ଭାଗ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ…

ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର କେନ୍ୟୁଜ୍: ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ୱ ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ନେଇ ତାଙ୍କ ସହ କଥା ହୋଇଥିଲେ। ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ…

ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ

ନୂଆଦିଲ୍ଲୀ : ଏନସିପିର ବନ୍ଦନା ଚଭନ ନୁହନ୍ତି, କଂଗ୍ରେସର ବି.କେ. ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ । ଗତକାଲି ୟୁପିଏ ପ୍ରାର୍ଥୀ ନେଇ ବନ୍ଦନା ଚଭନଙ୍କ ନାଁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବି.କେ. ହରିପ୍ରସାଦ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ବି.କେ.…

ଆସନ୍ତା ୯ରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ୯ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ସୂଚନା ଦେଇଛନ୍ତି । ଗତ ଜୁଲାଇରେ ପି.ଜେ. କୁରିଏନ୍‌ଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ପଦ ଖାଲି ପଡିଛି । ରାଜ୍ୟସଭା…