ରାଜ୍ୟସଭାରେ ଉଠିଲା ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ, ପଦକ୍ଷେପ ନେବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ(କେନ୍ୟୁଜ୍): ଚଳିତ ବଜେଟ୍‌ ବେଷ୍ଟ ବଜେଟ୍‌ ନୁହଁ । ବଜେଟ୍‌ରୁ ନିଯୁକ୍ତି ସୁଯୋଗ ଆଶା କରାଯାଉଥିଲା । ତେବେ ବଜେଟ୍‌ ପରେ ସେନସେକ୍ସ ଖସିଲା । କାହିଁକି ଏପରି ହେଲା, ସେନେଇ ଅର୍ଥମନ୍ତ୍ରୀ କହିବା ଉଚିତ ବୋଲି ବଜେଟ୍‌ ଆଲୋଚନାରେ ଭାଗ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

bhartuhari ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହନକୁ ଗୁରୁତ୍ୱ ଦେଇଛନ୍ତି। ସେପଟେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଉଠାଇଛନ୍ତି ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ।

aparajitaକହିଛନ୍ତି ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଏହାକୁ ନେଇ ଚର୍ଚ୍ଚା ଜୋରଥିବା ବେଳେ ନିର୍ବାଚନ ପରେ ଏହାକୁ ନେଇ ଚର୍ଚ୍ଚା ନାହିଁ। ଏହାର ଗୁରୁତ୍ୱ ଅଧିକ ଥିବାରୁ କେନ୍ଦ୍ର ସରକାର ତୁରନ୍ତ ବିଲ୍‌କୁ ଗୃହରେ ଆଣିବାକୁ ସେ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.