ଭୁବନେଶ୍ବର: ଆଜି ରାଜ୍ଯରେ ସର୍ବାଧିକ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୭୬ ଏବଂ ଲୋକାଲ୍ କେସରୁ ୧୭୨୨ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୫୫,୦୦୫ରେ ପହଁଚିଛି। ଏମାନଙ୍କ ୧,୧୮,୬୪୨ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୫,୬୭୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୭୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 13th September
New Positives Cases: 4198
In quarantine: 2476
Local contacts: 1722(Details of local contacts will be shared by concerned Dist Administration)
District Wise Cases
1. Angul: 108
2. Balasore: 130
3. Bargarh: 95
4. Bhadrak: 53
5. Balangir: 197— I & PR Department, Odisha (@IPR_Odisha) September 14, 2020
ସେହିପରି ଅନୁଗୁଳରୁ ୧୦୮, ବାଲେଶ୍ବରରୁ ୧୩୦, ବରଗଡରୁ ୯୫, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୯୭, ବୌଦ୍ଧରୁ ୧୯, କଟକରୁ ୩୬୭, ଦେଓଗଡ ୩୪,ଢେଙ୍କାନାଳରୁ ୮୦, ଗଜପତିରୁ ୧୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୫୬, ଝାରସୁଗୁଡା ୯୫, କଳାହାଣ୍ଡିରୁ ୯୩, କନ୍ଧମାଳରୁ ୭୮, କେନ୍ଦ୍ରାପଡାରୁ ୧୪୩, କେନ୍ଦୁଝରରୁ ୬୩, କୋରାପୁଟରୁ ୯୯, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୧୩୩, ନବରଙ୍ଗପୁରରୁ ୯୮, ନୟାଗଡରୁ ୪୩, ନୂଆପଡାରୁ ୧୧୬, ପୁରୀରୁ ୩୧୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୧୩୦, ସୋନପୁରରୁ ୭୪ ଏବଂ ସୁନ୍ଦରଗଡରୁ ୧୯୫ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୨୧୮ଜଣ ଚିହ୍ନଟ ହୋଇଛନ୍ତି।
6. Boudh: 19
7. Cuttack: 367
8. Deogarh: 34
9. Dhenkanal: 80
10. Gajapati: 14
11. Ganjam: 44
12. Jagatsinghpur: 97
13. Jajpur: 156
14. Jharsuguda: 95
15. Kalahandi: 93
16. Kandhamal: 78
17. Kendrapada: 143
18. Keonjhar: 63
19. Khurda: 758
20. Koraput: 99
21. Malkangiri: 22— I & PR Department, Odisha (@IPR_Odisha) September 14, 2020
ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍ । ଏମାନଙ୍କ ଭିତରୁ କଟକରୁ ୪, ଭୁବନେଶ୍ବର ଓ ବଲାଙ୍ଗିରରୁ ୨ଜଣଙ୍କର ଜୀବନ ଯାଇଛି । ଏହାସହ ନୟାଗଡ,କନ୍ଧମାଳ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୩୭ ମୃତ୍ୟୁକୁ ବୃଦ୍ଧି ପାଇଛି ।
22. Mayurbhanj: 133
23. Nawrangpur: 98
24. Nayagarh: 43
25. Nuapada: 116
26. Puri: 310
27. Rayagada: 136
28. Sambalpur: 130
29. Sonepur: 74
30. Sundargarh: 195
31. State Pool: 218New Recovery: 3363
Cumulative Tested: 2472517
Positive: 155005
Recovered: 118642
Active Case: 35673— I & PR Department, Odisha (@IPR_Odisha) September 14, 2020