ସହାୟତା ଯୋଗାଇବାକୁ ଯାଇ ଫସିଲେ ରାଜ୍ୟ ଅର୍ଥମନ୍ତ୍ରୀ

ନୟାଗଡ (କେନ୍ୟୁଜ୍) : ଦଶପଲ୍ଲା ବାଣୀଗିରି ଘାଟିରେ ମାଟି ଅତଡା ଖସିବାକୁ ଗମନାଗମନ ଠପ୍ । ରାସ୍ତା ବନ୍ଦ ଥିବାରୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ବନିଗଗୋଛା ନିକଟ ଡାକବଙ୍ଗଳରେ ରହିବାକୁ ପଡିଥିଲା । ଗତକାଲି ରିଲିଫ ସହାୟତା ଯୋଗାଇବାକୁ ସେ ଫୁଲବାଣୀ ଯାଉଥିଲେ । ତେବେ ପ୍ରବଳ ବର୍ଷା ପରେ ମାଟି ଅତଡା ଖସିଥିବା କୁହାଯାଉଛି ।

Leave A Reply

Your email address will not be published.