କାନାରା ବ୍ଯାଙ୍କରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ୨୨୦ ପଦବୀ ପଡିଛି ଖାଲି

ବ୍ଯାଙ୍କ ଅଫିସର ହେବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ କାନାରା ବ୍ଯାଙ୍କ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ଏହି ଅଧିସୂଚନା ଅନୁଯାୟୀ, ଏଠାରେ ୨୨୦ ପଦବୀ ଖାଲି ପଡିଛି। ଆଉ ଏହି ପଦବୀରେ ଆବେଦନ ପ୍ରକ୍ରିୟା ୨୫ ନଭେମ୍ବରରୁ ଆରମ୍ଭ ହେଉଛି। ଅନଲାଇନ ଜରିଆରେ ପରୀକ୍ଷା କରାଯାଇ ଯୋଗ୍ଯ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।

ପଦବୀ ବିବରଣୀ :

ସ୍ପେଶାଲିଷ୍ଟ ଅଫିସର : ୨୨୦

Bank-Jobs

ଜରୁରୀ ତାରିଖ : ଅନଲାଇନରେ ଆବେଦନ କରିବାର ତାରିଖ ୨୫ ନଭେମ୍ବରରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ଡିସେମ୍ବର ରହିଛି।

ଚୟନ ପ୍ରକ୍ରିୟା : ଜାନୁଆରୀ କିମ୍ବା ଫେବ୍ରୁଆରୀରେ ଅନଲାଇନ ମାଧ୍ୟମରେ ପରୀକ୍ଷା କରାଯିବ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହେବା ଆବଶ୍ଯକ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://canarabank.com/

https://canarabank.com/media/10040/RP-2-2020-Specialist-Officers-Web-Publication-English.pdf

Leave A Reply

Your email address will not be published.