ପ୍ରତ୍ୟେକ ଦିନ ସକାଳୁ କରନ୍ତୁ ଏହି ୫ଟି କାମ, ୧ ମାସରେ କମିଯିବ ୧୦ କିଲୋ ଚର୍ବି !

ଯେତେ ଯାହା ଉପାୟ ଆପଣାଇଲେ ବି ଆପଣ ପତଳା ହେଉ ନାହାନ୍ତି କି, ତା’ହେଲେ ଆଜି ଆମେ ଆପଣଙ୍କୁ ପତଳା ହେବାର ସବୁଠୁ ସହଜ ତରିକା କହିବୁ, ଯାହାକୁ ମାତ୍ର ୧ ମାସ ମାନି ଚଳିଲେ ୧୦ କିଲୋ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିବେ। ଆସନ୍ତୁ ନଜର ପକେଇବା କିଛି ସରଳ ଉପାୟ ଉପରେ।

tea

୧. ଥଣ୍ଡା ପାଣିରେ ଗାଧାନ୍ତୁ। ଏହାଦ୍ୱାରା ଶରୀରର ତାପମାତ୍ରା କମ ହୋଇଯିବ ଏବଂ ଶରୀର ନିଜକୁ ଗରମ କରିବା ପାଇଁ ବଡିର ଫ୍ୟାଟ ସେଲସକୁ ଉପଯୋଗ କରିବାକୁ ଲାଗିବ, ଯାହାକି ଓଜନ କମ ହେବାରେ ସାହାଯ୍ୟ କରିବ।

୨. ସକାଳୁ ଚା’ ଏବଂ କଫିକୁ ଗୁଡବାଏ କରନ୍ତୁ। ଗ୍ରୀନ ଟି ପିଅନ୍ତୁ। ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରିଥାଏ।

breakfast

୩. ବ୍ରେକଫାଷ୍ଟ ଭଲ ଭାବରେ ଅର୍ଥାତ ପେଟ ଭରିକି କରନ୍ତୁ, ଯଦ୍ଦ୍ୱାରା ଆପଣଙ୍କୁ ଦ୍ୱିପ୍ରହର ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ ଏବଂ ଆପଣ ବେକାର ଜିନିଷ ଖାଇବେ ନାହିଁ।

୪. ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ସକାଳୁ ସକାଳୁ ବ୍ୟାୟାମ କଲେ ଆପଣଙ୍କ ଓଜନ ଜଲଦି ହ୍ରାସ ପାଇଯିବ।

fat

୫. ରିସର୍ଚ୍ଚରୁ ଜଣାପଡ଼ିଛି କି, ଯେଉଁ ଲୋକ ସକାଳର ସୂର୍ଯ୍ୟକିରଣ ଖାଏ, ତା’ର ଓଜନ ଶୀଘ୍ର କମିଯାଇଥାଏ। ଏହାଦ୍ୱାରା ଶରୀରର ମେଟାବଲିଜମ ବଢ଼ିଥାଏ।

Leave A Reply

Your email address will not be published.