କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୪୦୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୬ଜଣ, ମୟୁରଭଞ୍ଜରୁ ୩୪ଜଣ, କଟକରୁ ୩୩ଜଣ, ଅନୁଗୁଳରୁ ୩୨ଜଣ, ପୁରୀରୁ ୩୧ଜଣ, ବରଗଡ଼ରୁ ୩୦ଜଣ, କଳାହାଣ୍ଡିରୁ ୨୮ଜଣ, ବଲାଙ୍ଗୀରରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, ବାଲେଶ୍ବରରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୬ଜଣ, ଜଗତସିଂହପୁରରୁ ୧୪ଜଣ, ନୂଆପଡ଼ାରୁ ୧୪ଜଣ, ସମ୍ବଲପୁରରୁ ୧୪ଜଣ, କେନ୍ଦୁଝରରୁ ୧୦ଜଣ, ଯାଜପୁରରୁ ୯ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି।
Another 408 Covid patients have recovered and are being discharged on 11.12.2020
36 from Khordha
34 from Mayurbhanj
33 from Cuttack
32 from Anugul
31 from Puri
30 from Bargarh
28 from Kalahandi
25 from Bolangir
18 from Kendrapara
17 from Baleswar
16 from Sundargarh— H & FW Dept Odisha (@HFWOdisha) December 11, 2020
The total recovered cases of Odisha now stand at 318278
— H & FW Dept Odisha (@HFWOdisha) December 11, 2020
ସେହିଭଳି ଗଞ୍ଜାମରୁ ୭ଜଣ, ଢ଼େଙ୍କାନାଳରୁ ୫ଜଣ, ଝାରସୁଗୁଡ଼ାରୁ ୫ଜଣ, କୋରାପୁଟରୁ ୫ଜଣ, ରାୟଗଡ଼ାରୁ ୪ଜଣ, ନବରଙ୍ଗପୁରରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, ଭଦ୍ରକରୁ ୨ଜଣ, ଦେବଗଡ଼ରୁ ୨ଜଣ, ମାଲକାନଗିରିରୁ ୧ଜଣେ ଷ୍ଟେଟପୁଲରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩୧୮୨୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି।