ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେ ନିଜର ୩୬ତମ ଜନ୍ମଦିନକୁ ବହୁତ ଖାସ୍ ଅନ୍ଦାଜରେ ସେଲିବ୍ରେଟ୍ କରିଛନ୍ତି। ଆଉ ବର୍ତ୍ତମାନ ପାର୍ଟିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଙ୍କିତା ଲୋଖଣ୍ଡେ ବାର୍ଥଡେ ପାର୍ଟିରେ ତାଙ୍କ ପରିବାର ଲୋକ, ବୟଫ୍ରେଣ୍ଡ ଭିକି ଜୈନ ଏବଂ ଫ୍ରେଣ୍ଡସ ସାମିଲ ହୋଇଥିଲେ।
ତେବେ ପାର୍ଟିର ଏକ ଭିଡିଓ ଏବେ ସୋସତିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଅଙ୍କିତା ନିଜ ବୟଫ୍ରେଣ୍ଡଙ୍କ ସହିତ ‘ଗର୍ମି’ ଗୀତରେ ଜବରଦସ୍ତ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଏହି ଭାଇରାଲ ହେଉଥିବା ଭିଡିଓରେ ଅଙ୍କିତା ବହୁତ ଖୁସି ଥିବା ନଜର ଆସୁଛନ୍ତି।
View this post on Instagram
ଅଙ୍କିତାଙ୍କ ଏହି ଭିଡିଓ ଦେଖି ଲୋକେ ଖୁବ୍ କମେଣ୍ଟ କରି ନିଜର ପ୍ରତିକ୍ରିୟା ଦେଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଙ୍କିତା ଲୋଖଣ୍ଡେ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଲିଡ ରୋଲରେ ଅଭିନୟ କରିଥିଲେ ।
View this post on Instagram