ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ହେବାକୁ ଥିବା ଏହି ବୈଠକରେ ଭିଡିଓ କନ୍ଫରେନ୍ସିଂରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ମନ୍ତ୍ରୀ ମାନେ ଲୋକସେବା ଭବନରେ ରହିବେ । ଏଥିରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ ।