ଆସନ୍ତାକାଲି ପାଳନ ହେବ ଇଦ୍‌: କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ପାଳନ ହେବ ଇଦ୍‌ । ରାଜ୍ୟବ୍ୟାପୀ ମେ ୧୪ରେ ଇଦ୍‌ ପାଳନ କରିବାକୁ କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି।

ଗତକାଲି କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିଲା। ଚାନ୍ଦ ଦେଖାନଯିବାରୁ ଆଜି ଇଦ୍‌ ପାଳନ କରାଯାଇ ନାହିଁ। ଆସନ୍ତାକାଲି ଇଦ୍‌ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.