ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬,୧୧୮ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 6th June
New Positive Cases: 6118
In quarantine: 3453
Local contacts: 2665(Details of local contacts will be shared by concerned Dist Administration)
District Wise Cases:
1. Angul: 416
2. Balasore: 195
3. Bargarh: 164
4. Bhadrak: 228
5. Balangir: 83— I & PR Department, Odisha (@IPR_Odisha) June 7, 2021
ସେହିପରି ଟପ୍ ୫ ଜିଲ୍ଲାରେ ରହିଛି କଟକ,ଯାଜପୁର, ଖୋର୍ଦ୍ଧା, ଅନୁଗୁଳ ଓ ପୁରୀ। ଆଜି କଟକରୁ ସର୍ବାଧିକ ୬୪୦ ପଜିଟିଭ୍ ବାହାରିଛନ୍ତି । ଯାଜପୁରରୁ ୫୧୩, ଖୋର୍ଦ୍ଧାରୁ ୪୯୫, ଅନୁଗୁଳରୁ ୪୧୬ ଓ ପୁରୀରୁ ୩୯୮ ନୂଆ କେସ୍ ରହିଛି। କେବଳ ଏହି ୫ ଜିଲ୍ଲାରୁ ୨ ହଜାର ୪୬୨ ରହିଛି କରୋନା କେସ୍। ୮ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୭୬ ହଜାର ୭୫୦ ।
6. Boudh: 112
7. Cuttack: 640
8. Deogarh: 29
9. Dhenkanal: 123
10. Gajapati: 30
11. Ganjam: 93
12. Jagatsinghpur: 218
13. Jajpur: 563
14. Jharsuguda: 86
15. Kalahandi: 80
16. Kandhamal: 143
17. Kendrapada: 227
18. Keonjhar: 155
19. Khurda: 495
20. Koraput: 180
21. Malkangiri: 107— I & PR Department, Odisha (@IPR_Odisha) June 7, 2021
22. Mayurbhanj: 352
23. Nawarangpur: 166
24. Nayagarh: 161
25. Nuapada: 36
26. Puri: 398
27. Rayagada: 108
28. Sambalpur: 103
29. Sonepur: 52
30. Sundargarh: 272
31. State Pool: 103— I & PR Department, Odisha (@IPR_Odisha) June 7, 2021
New recoveries: 7358
Cumulative tested: 12250294
Positive: 819214
Recovered: 739376
Active cases: 76750— I & PR Department, Odisha (@IPR_Odisha) June 7, 2021
ଅନ୍ଯପଟେ ରାଜ୍ଯରେ ଆଜି ୪୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ଯରେ ୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ଯା । ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୩୫କୁ ବୃଦ୍ଧି ପାଇଛି।