କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୪ ବାଘଛାଲ ଜବତ, ୪ ଗିରଫ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡିରୁ ୪ ବାଘଛାଲ ଜବତ । ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୩ ଚିତାବାଘ ଛାଲ ସହ ଗୋଟିଏ ମହାବଳ ବାଘଛାଲ ଜବତ । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ଓ୍ଵାଇଲଡ୍‌ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ।

କ୍ରାଇମ୍‌ ବୋର୍ଡ ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ଗରିଆବନ୍ଧୁ, ନୂଆପଡା ଓ କଳାହାଣ୍ଡି ବନ ଅଧିକାରୀ ଚଢାଉରେ ସାମିଲ ଥିଲେ । ଏହି ରାରକେଟ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗରରେ ସକ୍ରିୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.