Browsing Tag

kalahandi news

କଳାହାଣ୍ଡି ଚାନ୍ଦୋତରା ଛକରେ ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ ମୃତ

କଣ୍ଟାବାଞ୍ଝି (କେନ୍ଯୁଜ୍): ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୨ ମୃତ। କଳାହାଣ୍ଡି ସିଂଧେକେଲା ଥାନା ଚାନ୍ଦୋତରା ଛକରେ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଟ୍ରକ ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିବାବେଳେ…

କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୪ ବାଘଛାଲ ଜବତ, ୪ ଗିରଫ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡିରୁ ୪ ବାଘଛାଲ ଜବତ । ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୩ ଚିତାବାଘ ଛାଲ ସହ ଗୋଟିଏ ମହାବଳ ବାଘଛାଲ ଜବତ । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ଓ୍ଵାଇଲଡ୍‌ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ । କ୍ରାଇମ୍‌ ବୋର୍ଡ ଅଧିକାରୀ ବିପିନ ଚୌଧୁରୀଙ୍କ…

କଳାହାଣ୍ଡି ଖପ୍ରାମାଲ ଗାଁରେ ଅଭାବନୀୟ ଘଟଣା: ଘରେ ରୋଷେଇ କରିବା ବେଳେ ଗ୍ୟାସରୁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ଯୁବତୀ

କଳାହାଣ୍ଡି: ଜୀଅନ୍ତା ଜଳିଗଲେ ଯୁବତୀ। ଘରେ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ । କଳାହାଣ୍ଡି କୋକସରା ଥାନା ଖପ୍ରାମାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେହି ଗାଁର ଟ୍ଵିଙ୍କଲ କନ୍ଦପାନ । ସକାଳୁ ରୋଷେଇ କରିବା ବେଳେ ଗ୍ୟାସରୁ ନିଆଁ ଲିକ୍‌ ହୋଇ ଟ୍ଵିଙ୍କଲଙ୍କ ଦେହରେ ଲାଗି…

କଳାହାଣ୍ଡି: କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ହାତୀ ମୃତ୍ୟୁ, ଜିଲ୍ଲାରେ ୧୨ ଦିନରେ ଗଲାଣି ୪ଟି…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ସାଂଘାତିକ ରୂପ ନେଲାଣି ହାତୀ ମୃତ୍ୟୁ । କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ୧୨ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ…

କଳାହାଣ୍ଡି-ଜୁନାଗଡ଼ ଥାନା ସନ୍ୟାସୀ କୁଣ୍ଡାମାଲ ଗାଁ ନିକଟରେ ଟ୍ରାକ୍ଟର ବାଇକ ମୁହାଁ ମୁଁହିଁ ଧକ୍କା, ଚାଲିଗଲା କକା…

କଳାହାଣ୍ଡି : ଟ୍ରାକ୍ଟର ବାଇକ ମୁହାଁ ମୁଁହିଁ ଧକ୍କା କକା ପୁତୁରା ମୃତ। କଳାହାଣ୍ଡି-ଜୁନାଗଡ଼ ଥାନା ସନ୍ୟାସୀ କୁଣ୍ଡାମାଲ ଗାଁ ନିକଟ ୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକରେ ବସିଥିବା ଦୁଇଜଣଙ୍କ ମୃତ୍ୟୁ…

କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଜଙ୍ଗଲ ରାସ୍ତାରେ ବୁଲୁଛି ବାଘ, ଭୟଭୀତ ଲୋକେ

କଳାହାଣ୍ଡି: ରାସ୍ତାରେ ବୁଲୁଛି ବାଘ । କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ରାସ୍ତା ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ବାଘ ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଗତକାଲି ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ଫେରୁଥିବାବେଳେ ବାଘ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଥୁଆପଦର ଓ ବରଗଡ଼ ତାଲପାଲି ପିଇଓ

କଳାହାଣ୍ଡି : PEOଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଥୁଆପଦର PEO ବାଲେଶ୍ୱର ନାଏକଙ୍କ ଘରେ ଚଢାଉ ଚାଲିଛି। ଭବାନୀପାଟଣାସ୍ଥିତ ଗୋଦାମ ଘର ଓ ଥୁଆପଦାର ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଚାଲିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ଅନନ୍ତ…

କଳାହାଣ୍ଡି ଲାଞ୍ଜିଗଡ଼ରେ ପୁଣି ଗଜରାଜଙ୍କ ଉପଦ୍ରବ: ଘର ଓ ବୋରୱଲ ଭାଙ୍ଗିବା ସହ ଧାନ,ମାଣ୍ଡିଆ ନଷ୍ଟ କଲେ ଜଙ୍ଗଲୀ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ କୁଟିଙ୍ଗ ପଦର ଅଞ୍ଚଳରେ ଦେଖାଦେଇଛି ପୁଣି ଜଙ୍ଗଲୀ ହାତୀ ଉପଦ୍ରବ। ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ସହ ବାଡ଼ିରେ ଥିବା କଦଳୀ…

ଧାନ ଖଳାରେ ନିଆଁ ଲାଗି ୭୦ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡି ପାଉଁଶ, କାରଣ ଅସ୍ପଷ୍ଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କଳାକୁପା ଗ୍ରାମର ତ୍ରିଲୋଚନ ଗୌଡ଼ଙ୍କ ଧାନ ଖଳାରେ ନିଆଁ ଲାଗି ୭୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଧାନ ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ତ୍ରିଲୋଚନ ଓ ତାଙ୍କ ପୁଅ ନିକଟ…

ଭୋଜି ଖାଇବାକୁ ଯାଇଥିବାରୁ ରାଗିଗଲା ଭାଇ, ବାଡେଇ ବାଡେଇ ନେଇଗଲା ଭଉଣୀର ଜୀବନ

କଳାହାଣ୍ଡି : ଭାଇ ନେଲା ଭଉଣୀର ଜୀବନ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଦାରପଟା ଗାଁରେ। ଘଟଣାରେ ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ ଗାଁର କେଶନ ବେହେରାଙ୍କ ଝିଅ ଅନୀତା ନିଜର ଜଣେ ସାଙ୍ଗ ସହ ଡୁମେରମୁଣ୍ଡା…

ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଆବାସ ଯୋଜନା ବଦଳରେ ଶାରୀରିକ ସମ୍ପର୍କ ଦାବି

କଳାହାଣ୍ଡି : ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଆବାସ ଯୋଜନା ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିବା କହିଛନ୍ତି ଯୁବତୀ । କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ଥାନା ସାଲେପା ପଞ୍ଚାୟତ ସରପଞ୍ଚଙ୍କ ନାଁରେ ଅଭିଯୋଗ ହୋଇଛି। କଚ୍ଛାରପାଲି ଗାଁର ଜଣେ ଯୁବତୀଙ୍କୁ ସରପଞ୍ଚ ଶାରୀରିକ…

କଳାହାଣ୍ଡି ଜୁନାଗଡ ପୋଲିସ୍ ଦ୍ବାରା ଜଣେ ଏଟିଏମ୍ ଲୁଟେରା ଗିରଫ, ଚଞ୍ଚକତା କରି ଲୋକଙ୍କଠାରୁ ଲୁଟି ନେଉଥିବା ଟଙ୍କା

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ ପୋଲିସ୍ ଦ୍ବାରା ଜଣେ ଏଟିଏମ୍ ଲୁଟେରା ଗିରଫ । ଲୋକଙ୍କଠାରୁ ସେମାନଙ୍କ ଏଟିଏମ୍ କାର୍ଡ ଓ ପିନ୍ ନଂ ନେଇ ଟଙ୍କା ଉଠାଇ ଦେବା ବାହାନା କରି, ତାଙ୍କ ବ୍ଯାଙ୍କରେ ଟଙ୍କା ନଥିବା କହି ପୂର୍ବରୁ ଧରିଥିବା ନକଲି କାର୍ଡ ଲୋକଙ୍କୁ ଦେଇ ଦେଉଥିଲା । ଏହାପରେ ସେମାନେ…