କଳାହାଣ୍ଡି ଖପ୍ରାମାଲ ଗାଁରେ ଅଭାବନୀୟ ଘଟଣା: ଘରେ ରୋଷେଇ କରିବା ବେଳେ ଗ୍ୟାସରୁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ଯୁବତୀ

କଳାହାଣ୍ଡି: ଜୀଅନ୍ତା ଜଳିଗଲେ ଯୁବତୀ। ଘରେ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ । କଳାହାଣ୍ଡି କୋକସରା ଥାନା ଖପ୍ରାମାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ସେହି ଗାଁର ଟ୍ଵିଙ୍କଲ କନ୍ଦପାନ । ସକାଳୁ ରୋଷେଇ କରିବା ବେଳେ ଗ୍ୟାସରୁ ନିଆଁ ଲିକ୍‌ ହୋଇ ଟ୍ଵିଙ୍କଲଙ୍କ ଦେହରେ ଲାଗି ଯାଇଥିଲା । ଖବର ପାଇ କୋକସରା ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିଥିଲା। କୋକସରା ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.