ଧର୍ମଗଡ଼(କେନ୍ଯୁଜ୍): ବାଘ ଛାଲ ଜବତ, ଜଣେ ଅଟକ । ଧର୍ମଗଡ଼ କେଗାଁ ରେଞ୍ଜ ଅଧିନସ୍ଥ ଟିଙ୍ଗିପଦର ଠାରେ ବାଘ ଛାଲ ଜବତ କରିଛି କେଗାଁ ବନ ବିଭାଗ । ବିଶେଷ ସୁତ୍ରରୁ ଖବର ପାଇ କେଗରଁ ରେଞ୍ଜ ବନ କର୍ମଚାରୀ ଚଢଉ କରିଛନ୍ତି ।
ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଗିରଫ ଅଭିଯୁକ୍ତ ଜଣକ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।