ଖାଦ୍ୟ ନିରାପତ୍ତା ଉଲ୍ଲଙ୍ଘନ ଅଭିଯୋଗ, ଶ୍ରୀୟା ଟକିଜ ନିକଟସ୍ଥ ବେକରୀ ଉପରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢଉ

ଭୁବନେଶ୍ୱର (କେନ୍ୟୁଜ): ବେକରୀରେ ବିଏମସିର ଚଢଉ। ଖାଦ୍ୟ ନିରାପତ୍ତା ଉଲ୍ଲଙ୍ଘନ ନେଇ ବିଏମସିର ଖାଦ୍ୟ ନିରାପତ୍ତା ଏନଫୋର୍ସମେଣ୍ଟ ଟିମ୍‌ ଚଢଉ କରିଛି। ଶ୍ରୀୟା ଟକିଜ ନିକଟସ୍ଥ ତାରା ବେକରୀ ଉପରେ ଚଢଉ ହୋଇଛି। ବେକରୀ ସାମଗ୍ରୀର ମାନୁଫାକ୍‌ଚ୍ୟୁରିଂ ତାରିଖ ନଥିବା ଦେଖାଯାଇଛି।

ସେହିଭଳି କୋଭିଡ ଗାଇଡଲାଇନର ମଧ୍ୟ ଠିକ୍‌ ଭାବେ ପାଳନ ହେଉନଥିବା ଦେଖାଦେଇଛି। ଏନେଇ ବେକରୀ ଉପରେ ୩ହଜାର ଟଙ୍କା ଫାଇନ ଲଗାଇଛି ବିଏମସି ଟିମ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.