ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଜଣେ ମହିଳାଙ୍କ ସମେତ ୪ ଅଟକ

ଜଳେଶ୍ବର (କେନ୍ୟୁଜ) : ଜଳେଶ୍ବରରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୩୫୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଜଣେ ମହିଳାଙ୍କ ସମେତ ଏହି କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଅଟକ ରଖାଯାଇଛି । ଏହା ସହିତ କୁଖ୍ଯାତ ବ୍ରାଉନସୁଗାର ମାଫିଆ ଶେଖ ମନତାଜଙ୍କ ସମେତ ଅନ୍ଯ ୪ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୋଲିସ ରାଜପୁର ଏବଂ ଝାଡେଶ୍ବରପୁର ଅଞ୍ଚଳରେ ଚଢଉ କରି ଜଣେ ମହିଳା ଙ୍କ ସମେତ ୪ ଜଣ ଙ୍କୁ ଗିରଫ କରିଛି, ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.