ଭୁବନେଶ୍ବର(କେନ୍ଯୁଜ୍): ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକ। ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚି ପୋଲିସ ପାଖରେ ଜିମା ଦେଲେ ଲୋକ। ସକାଳେ ସହିଦ ନଗର ଅଞ୍ଚଳରେ ଚେନ ଲୁଟିଥିଲେ ଦୁଇ ଲୁଟେରା। ଲୁଟ୍ କରି ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଥିଲା।
ମାତ୍ର ଅନ୍ୟ ଜଣେ ଲୁଟେରା ସ୍ଥାନୀୟ ବାସିନ୍ଦାଙ୍କ କବଳରେ ପଡିଯାଇଥିଲା। ଘଟଣାସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ଜଣେ ଲୁଟେରାକୁ ଗିରଫ କରିଛି।