ପଞ୍ଚାୟତ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ, ଠିକ୍‌ ସମୟରେ ବିଜ୍ଞପ୍ତି ଜାରି ହେବା ସହ ନିର୍ବାଚନ ହେବ: ପ୍ରତାପ ଜେନା

କେନ୍ୟୁଜ୍(ବ୍ୟୁରୋ): ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ୍‌ । ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି । କୌଣସି ପରିସ୍ଥିତିରେ ନିର୍ବାଚନ ଘୁଂଚିବାର ସଂଭାବନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

panchayat election

କେବଳ ରାଜ୍ୟ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣାକୁ ରହିଛି ଅପେକ୍ଷା । ଠିକ୍‌ ସମୟରେ ବିଜ୍ଞପ୍ତି ଜାରି ହେବା ସହ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.