ଝିଅକୁ ଦେଖି ଯୁବକଙ୍କ ଷ୍ଟଣ୍ଟ ହେଲା ଫେଲ, ବାଲାନ୍ସ ବିଗିଡ଼ିବାରୁ ସାଇକେଲ ସହ ଯାଇ ପଡ଼ିଲେ ସେହି ଝିଅ ଉପରେ, ଦେଖନ୍ତୁ ତା’ପର ଦୃଶ୍ୟ

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି। ଯାହା କିଛି ଭୟାନକ ଥାଏ ତ ଅନ୍ୟ କିଛି ମଜାଳିଆ। ଆଜି ଆମେ ସେମିତି ଏକ ମଜାଳିଆ ଭାଇରାଲ ଭିିଡ଼ିଓ ସମ୍ପର୍କରେ ଆପଣଙ୍କୁ କହିବୁ। ଭିଡ଼ିଓଟି ଦେଖିବାକୁ ମଜା ଲାଗୁଥିଲେ ବି ଏହା କାହା ଜୀବନ ପାଇଁ ବିପଦ ମଧ୍ୟ ଥିଲା। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ସୋସିଆଲ ମିଡିଆରେ ଆମେ ପ୍ରାୟ ଷ୍ଟଣ୍ଟ ଭିଡ଼ିଓ ଦେଖିଥାଉ। ଏଥିରେ କିଛି ଜଣ ପରଫେକସନ୍‌ ଭାବେ ନିଜ ଷ୍ଟଣ୍ଟକୁ ପୁରା କରିଥାନ୍ତି। କିନ୍ତୁ ଅନ୍ୟ କିଛି ଅଛନ୍ତି ଯେଉଁମାନେ ଷ୍ଟଣ୍ଟ କରିବା ସମୟରେ ଅନେକ ଦୁର୍ଘଟଣାର ସାମ୍ନା କରିଥାନ୍ତି। ଏମିତିକି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ। ଏବେ ଏମିତି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଜଣେ ଯୁବକ ସାଇକେଲରେ ଷ୍ଟଣ୍ଟ କରିବା ସମୟରେ ସିଧା ଯାଇ ପଡ଼ିଲେ ଝିଅ ଉପରେ।

କଥା ଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟା ଏମିତି ସତରେ ଘଟିଛି। ଷ୍ଟଣ୍ଟ କରିବା ସହଜ କାମ ନୁହେଁ। ଏଥିପାଇଁ ବହୁତ ପ୍ରାକ୍ଟିସ୍‌ ଦରକାର। ଭିଡ଼ିଓରେ ଯୁବକ ଜଣକ ସାଇକେଲରେ ପାର୍କ ସାଇଡରେ ଫଓ୍ଵାରେ ରେଲିଂରେ ଷ୍ଟଣ୍ଟ କରୁଥିଲେ । ଏହି ସମୟରେ ଏକ ଝିଅ ଅଚାନକ ସାମ୍ନାକୁ ଚାଲିଆସିଲା। ସେଠାରେ ଝିଅ ଜଣକ ତଲେ ବସି ନିଜ ଜୋତାର ଲେସ୍‌ ବାନ୍ଧୁଥିବାର ଦେଖିବାକୁ ମିଳିଥିଲା।ଏହି ସମୟରେ ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କର ବାଲାନ୍ସ ବିଗିଡ଼ିଗଲା। ପରେ ଯାହା ଘଟିଲା ନିଜେ ଦେଖନ୍ତୁ..

ଏହି ସମୟରେ ଯୁବକଙ୍କ ଷ୍ଟଣ୍ଟ ବିଗିଡ଼ିଗଲ।। ପରେ ସାଇକେଲ ସହ ସେହି ଝିଅ ଉପରେ ଯାଇ ପଡ଼ିଲେ। ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଯୁବକ ଜଣକ ଝିଅକୁ ଦେଖିବା ପରେ ତାଙ୍କ ବାଲାନ୍ସ ବିଗିଡ଼ିଗଲା। ପରେ ଦୁଇଜଣଙ୍କୁ ବହୁତ ଆଘାତ ଲାଗିଥିବାର ସୂଚନା ମିଳିଛି।

Leave A Reply

Your email address will not be published.