ଡିସ୍କବ୍ରେକ୍ ସହିତ ଆସିଲା ନୂଆ ଇଲେକ୍ଟ୍ରିକ୍ ସାଇକେଲ୍, ୫୦ କିମିରୁ ରହିଛି ଅଧିକ ରେଞ୍ଜ
ଇଲେକ୍ଟ୍ରିକ୍ କାର୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟର ପରେ ଏବେ ଦେଶରେ ଏକ ନୂଆ ଇଲେକ୍ଟ୍ରିକ୍ ସାଇକେଲ୍ ମଧ୍ୟ ଲଞ୍ଚ କରାଯାଇଛି । ସହରରେ ଯାତ୍ରା କରିବା ପାଇଁ ଏହା ଏକ ଭଲ ଅପ୍ସନ ହେବ । ତେବେ ଇମୋଟର୍ଡ ଏହାର ନୂଆ ଇଲେକ୍ଟ୍ରିକ୍ ସାଇକେଲ T-Rex Airକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି…