ଷ୍ଟଣ୍ଟ କରିବା ବେଳେ କେନାଲକୁ ଖସି ପଡ଼ିଲା କାର୍, ଗାଡ଼ି ଜବତ କରି ୫ ଯୁବକଙ୍କୁ ଜେଲ୍ ପଠାଇଲା ପୋଲିସ
ଉତ୍ତର ପ୍ରଦେଶର ଚନ୍ଦୋଲିରେ ଗତ ଦୁଇଦିନ ତଳେ ଏକ କାର୍ କେନାଲ ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ କାର୍ରେ ଥିବା ୫ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ଘଟିବା କ୍ଷଣି ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି ବହୁ ପରିଶ୍ରମ ପରେ କାର୍ ଭିତରୁ ଯୁବକମାନଙ୍କୁ ଉଦ୍ଧାର…