ପୁରୀ ବେଳାଭୁମିରେ ବାଲୁକା କଳାରେ ମା ସରସ୍ୱତୀ

ପୁରୀ(କେନ୍ଯୁଜ୍): ବାଲୁକା କଳାରେ ମା ସରସ୍ୱତୀ । ପୁରୀ ବେଳାଭୁମିରେ ତିଆରି ହୋଇଛି ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ବାଲୁକା କଳା ମାଧ୍ୟମରେ ସରସ୍ୱତୀ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳା ପର୍ଯ୍ୟଟକ ଓ କଳାପ୍ରେମୀଙ୍କୁ ବେଶ ଆକର୍ଷିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.