ଜୟପୁର : ରାଜସ୍ଥାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର କରିଛନ୍ତି । ଆଜି ଦୌଶା ଠାରେ ପ୍ରଚାର ବେଳେ ମୋଦି ସେଠାକାର ଏକ ପାରମ୍ପରିକ ବାଜା ବଜାଇଥିଲେ । ତାଙ୍କର ଧୁନ୍ ଓ ତାଳକୁ ଦେଖି ସମସ୍ତେ ।ଶ୍ଚର୍ଯ୍ୟ ହୋଇଯାଇଥିଲେ । କରତାଳିରେ ଫାଟି ପଡ଼ିଥିଲା ନିର୍ବାଚନୀ ସଭା ।
ପୂର୍ବରୁ ସେ ଛତିଶଗଡ଼ ଅମ୍ବିକାପୁର ଠାରେ ମଧ୍ୟ ଠିକ୍ ଏହି ଭଳି କାନ୍ଧରେ ପକାଇ ବାଜା ବଜାଇଥିଲେ । ବିଭିନ୍ନ ଅଞ୍ଚଳ ଗସ୍ତ ବେଳେ ସେ ଏଭଳି ବାଜା ବଜାଇ ଲୋକଙ୍କୁ ଆକର୍ଷିତ କରିଛନ୍ତି । ଆଜି ଦୌଶା ଠାରେ ବଜାଇଥିବା ଡ୍ରମ୍ ବାଜାର ଭିଡିଓ ଦେଖନ୍ତୁ ।
#WATCH: PM Narendra Modi plays a traditional drum in Dausa, Rajasthan. #RajasthanElections2018 pic.twitter.com/CpMBNcHFCL
— ANI (@ANI) December 5, 2018