କିଟ୍ କ୍ୟାମ୍ପସରେ ଭାରତୀୟ ନୌସେନା ପକ୍ଷରୁ ନୌବାଦ୍ୟ ପରିବେଷଣ

ଭୁବନେଶ୍ୱର (କେନ୍ୟୁଜ୍) : କିଟ୍ କ୍ୟାମ୍ପସ ପରିସରରେ ଭାରତୀୟ ନୌସେନା ପକ୍ଷରୁ ନୌବାଦ୍ୟ ପରିବେଷଣ କରାଯାଇଛି । ନୌବାଦ୍ୟ ଦେଶାତ୍ମକବୋଧକ ସଙ୍ଗୀତ ପଶ୍ଚିମ ଶାତ୍ସୀୟ ଓ ଭାରତୀୟ ସଙ୍ଗୀତ ବାଦ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ନୌସେନାର ବାଦ୍ୟ କଳାକାର । ଏହି ଏକ ଘଣ୍ଟାର କାଯ୍ୟକ୍ରମରେ ନୌସେନା ସେମାନଙ୍କର ନୌବାଦ୍ୟ ଖୁବ୍ ସୁନ୍ଦର ଭାବେ ପରିବେଷଣ କରିଥିଲେ । କାଯ୍ୟର୍କ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭାଗୀୟ ସଭ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାଯ୍ୟର୍କ୍ରମକୁ ଉପସ୍ଥିତ ଦର୍ଶକ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.