ସାଧାରଣ ଲୋକଙ୍କ ଅପେକ୍ଷା ନେତାଙ୍କର ଜୀବନ ଲମ୍ବା…

କଣ ରାଜନୀତିର ପ୍ରଭାବ ନେତାଙ୍କ ବୟସ ଉପରେ ପଡେ କି । ଏହା କହୁଛି ନୂଆଁ ରିସର୍ଚ୍ଚ । ସାଧାରଣ ଲୋକଙ୍କ ତୁଳନାରେ ନେତା ଅଧିକ ଲମ୍ବା ଜବନ ବିତାନ୍ତି । ଏହି ଦାବି ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ନିଜ ରିସର୍ଚ୍ଚରେ କହିଛନ୍ତି । ଅନୁସନ୍ଧାନକାରୀମାନେ ରିସର୍ଚ୍ଚରେ ୫୭ହଜାରରୁ ଅଦିକ ନେତାଙ୍କ ଡାଟା ସାମିଲ କରାଯାଇଥିଲା । ଜାଣନ୍ତୁ ରିସର୍ଚ୍ଚରେ କିଭଳି କଥା ସାମନାକୁ ଆସିଛି ।

ସ୍ୱିଜରଲ୍ୟାଣ୍ଡରେ ସାଧାରଣ ଲୋକଙ୍କ ତୁଳନାରେ ନେତାଙକ୍‌ ବୟସରେ ୩ବର୍ଷର ଅନ୍ତର ଥିଲା । ସେଇଠି ଆମେରୀକାରେ ଏହି ପରିସଂଖ୍ୟନ ୭ବର୍ଷର । ନ୍ୟୁଜିଲ୍ୟାଣ୍ଡରେ ଓ ଇଟାଲୀରେ ବି ସାଧାରଣ ଲୋକଙ୍କ ତୁଳନାରେ ନେତାମାନେ ଅଧିକ ଜୀବନ ବଞ୍ଚିଥିଲେ । କିନ୍ତୁ ଏହା କାହିଁକି ହୋଇଥିଲା । ଜାଣିବା କାହିଁକି ହୋଇଥିଲା । ଅନୁସନ୍ଧାନକାରୀଙ୍କ ତକହିବା କଥା କି ଏହା ହେବାର ଅନେକ କାରଣ ରହିଛି ।

ଅନୁସନ୍ଧାନକାରୀଙ୍କ ମାନିବା କଥା କି ଧୂମ୍ରପାନ ପୂର୍ବରୁ ଏକ ସାଧାରଣ କଥା ଥିଲା । କିନ୍ତୁ ଏହା ଏବେ ସାଧାରଣ ବିଲକୁଲ ବି ନୁହେଁ । ଧୂମ୍ରପାନ ଯାହା ଅନେକ ରୋଗକୁ ବଢାଇଥାଏ । ଯେମିତିକି ହୃଦରୋଗ । ୧୯୫୦ ଦଶକ ପରେ ଏହି ମାମଲା ହ୍ରସ ହେଲାଣି । ଯେଉଁଥିପାଇଁ ବଢୁଥିବା ରୋଗର ମାତ୍ରାରେ କମ ଆସିଛି । ଫଳରେ ଏମାନଙ୍କ ବୟସ ଲମ୍ବା । ରିସର୍ଚ୍ଚରୁ ଏହା ମଧ୍ୟ ସାମନାକୁ ଆସିଛି କି ମହିଳା ନେତା ପୁରୁଷ ନେତାଙ୍କ ତୁଳନାରେ ଲମ୍ବା ଜୀବନ ବିତାଉଛନ୍ତି ।

ଏହା ମଧ୍ୟ କହିଛନ୍ତି କି ଅସମାନତା ମଧ୍ୟ ଏକ କାରଣ । ଯାହାଫଳରେ ଏହି ପରିସଂଖ୍ୟନ ପ୍ରମାଣ ହିସାବରେ ସାମନାକୁ ଆସିଛି । ରିସର୍ଚ୍ଚ ହିସାବରେ ଯାହା ଜଣାପଡିଛି ଏହି ୨୦ ବର୍ଷ ମଧ୍ୟରେ ଏହି ଅନ୍ତର ଜଣାପଡିଛି । ଲାଇଫ ଷ୍ଟାଇଲରେ ଅନ୍ତର ମଧ୍ୟ ଗୋଟେ ବଡ ଫ୍ୟାକ୍ଟ । ରାଜନୀତିଜ୍ଞମାନଙ୍କ ରୋଜଗାର ସାଧାରଣ ଲୋକଙ୍କ ତୁଳନାରେ ଅଧିକ ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଭଲରହିବା ସହ ଦୀର୍ଘାୟୁ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.