ଅଗଷ୍ଟ ମାସରେ ବ୍ୟାଙ୍କ ଛୁଟି : ଏହି ଦିନ ଯାଆନ୍ତୁ ନାହିଁ ବ୍ୟାଙ୍କ, ୨୦୨୨ ଅଗଷ୍ଟରେ ୧୩ ଦିନ ରହିବ ଛୁଟି
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ ଅଗଷ୍ଟ ମାସର ବ୍ୟାଙ୍କ କ୍ୟାଲେଣ୍ଡର ଜାରି କରିଛନ୍ତି । ଏହି କ୍ୟାଲେଣ୍ଡର ଅନୁଯାୟୀ ବ୍ୟାଙ୍କ୍ ଅଗଷ୍ଟ ମାସରେ ୧୩ ଦିନ ପାଇଁ ବନ୍ଦ ରହିବ । ସାର୍ବଜନିକ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ନିମ୍ନରେ ଦିଆଯାଇଥିବା ଏହି ସବୁ ଦିନ ବନ୍ଦ ରହିବ ।
ଅଗଷ୍ଟ ୨୦୨୨ରେ ବ୍ୟାଙ୍କର ଛୁଟି ତାଲିକା
୭ ଦିନ ଶନିବାର ଓ ରବିବାର ବନ୍ଦ ରହିବ ।
– ୮ ଓ ୯ ଅଗଷ୍ଟ : ମହରମ ।
– ୧୧ ଓ ୧୨ ଅଗଷ୍ଟ : ରକ୍ଷା ବନ୍ଧନ ।
– ୧୩ ଅଗଷ୍ଟ : ଦେଶ ଭକ୍ତ ଦିବସ ।
– ୧୫ ଅଗଷ୍ଟ : ସ୍ୱତନ୍ତ୍ରତା ଦିବସ ।
– ୧୬ ଅଗଷ୍ଟ : ପାରସୀ ନବ ବର୍ଷ ।
– ୧୮ ଅଗଷ୍ଟ : ଜନ୍ମାଷ୍ଟମୀ ।
– ୧୯ ଅଗଷ୍ଟ : କୃଷ୍ଣ ଜୟନ୍ତୀ ।
– ୨୦ ଅଗଷ୍ଟ : ଶ୍ରୀକୃଷ୍ଣ ଅଷ୍ଟମୀ ।
– ୨୯ ଅଗଷ୍ଟ : ଶ୍ରୀମଦ୍ ଶଙ୍କରଦେବଙ୍କ ତିଥି ।
– ୩୧ ଅଗଷ୍ଟ : ଗଣେଶ ଚତୁର୍ଥୀ/ବିନାୟକ ଚତୁର୍ଥୀ