ଆଜିର ଭାଗ୍ୟଫଳ: ଆଜି ପ୍ରତ୍ୟେକ କାମରେ ମିଳିବ ସଫଳତା

ବ୍ୟବସାୟିକ ମାମଲାରେ ବ୍ୟସ୍ତ ରହିବେ। ଚଳ କିମ୍ବା ଅଚଳ ସମ୍ପତ୍ତି ମାମଲାରେ ସଫଳତା ମିଳିବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ମନକୁ ଅଜ୍ଞାତ ଭୟ ଗ୍ରାସିବ। ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ।

ମେଷ: ବ୍ୟବସାୟିକ ମାମଲାରେ ବ୍ୟସ୍ତ ରହିବେ। ଚଳ କିମ୍ବା ଅଚଳ ସମ୍ପତ୍ତି ମାମଲାରେ ସଫଳତା ମିଳିବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ମନକୁ ଅଜ୍ଞାତ ଭୟ ଗ୍ରାସିବ। ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ।

ମିଥୁନ: ଆଜି ଆପଣଙ୍କ ପାରିବାରିକ ପ୍ରତିଷ୍ଠା ବଢ଼ିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ଧନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ।

କର୍କଟ: ବାପା କିମ୍ବା ଧମଗୁରୁଙ୍କ ସହଯୋଗ ମିଳିବ। ଆମୋଦ ପ୍ରମୋଦର ଅବସର ପ୍ରାପ୍ତ ହେବ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ।

ସିଂହ: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ଯାତ୍ରା କରିବାର ସ୍ଥିତି ସୁଖଦ ହେବ। ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ।

କନ୍ୟା: ପାରିବାରିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ପକ୍ଷ ମଜଭୁତ ହେବ। ଗୃହ ଉପଯୋଗୀ ବସ୍ତୁ କିଣିପାରନ୍ତି। ଜୀବନ ସୁଖମୟ ହେବ।

ତୁଳା: ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ଜୀବନସାଥୀଙ୍କ ସାନ୍ନିଧ୍ୟ ମିଳିବ। ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢ଼ିବ।

ବିଛା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ଥାନାନ୍ତରଣ କିମ୍ବା ବିଭାଗୀୟ ପରିବର୍ତ୍ତନ ଦିଗରେ ଚାଲିଥିବା ପ୍ରୟାସ ଫଳୀଭୂତ ହେବ।

ଧନୁ: ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ପକ୍ଷ ମଜଭୁତ ହେବ। ଗୃହ ଉପଯୋଗୀ ବସ୍ତୁରେ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ।

ମକର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ସନ୍ତାନର ଦାୟିତ୍ୱ ପୂରଣ କରିବେ। ସମ୍ପର୍କରେ ନିବିଡ଼ତା ଆସିବ।

କୁମ୍ଭ: ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ପକ୍ଷ ମଜଭୁତ ହେବ। ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ।

ମୀନ: ଅଧିକାରୀମାନଙ୍କ ସହଯୋଗ ମିଳିବ। ସନ୍ତାନର ଦାୟିତ୍ୱ ପୂରଣ ହେବ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସଫଳ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.