ଟଳିବ ଆମେରିକାର ଆର୍ଥିକ ସଂକଟ, ବାଇପାର୍ଟିସାନ ବଜେଟ୍‌ ଏଗ୍ରିମେଣ୍ଟରେ ଦସ୍ତଖତ କଲେ ବାଇଡେନ

ଟଳିବ ଆମେରିକାର ଆର୍ଥିକ ସଂକଟ । ବାଇପାର୍ଟିସାନ ବଜେଟ୍‌ ଏଗ୍ରିମେଣ୍ଟରେ ଦସ୍ତଖତ କଲେ ବାଇଡେନ। ଏଗ୍ରିମେଣ୍ଟରେ ସ୍ୱାକ୍ଷର ପରେ ବାଇଡେନ କହିଛନ୍ତି ଦେଶର ଆର୍ଥିକ ସଂକଟକୁ ଆମେ ଟାଳି ଦେଇଛୁ। ଅର୍ଥନୀତିକୁ ଭୁଶୁଡ଼ିବାରୁ ରକ୍ଷା କରାଯାଇଛି। ନିଅଣ୍ଟିଆ ସ୍ଥିତିରେ ସୁଧାର ପାଇଁ ଖର୍ଚ୍ଚ କାଟ କରାଯାଉଛି।

ସାମାଜିକ ସୁରକ୍ଷା, ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଜନା ଏବଂ ବୈଷୟିକ ନିବେଶକୁ ସୁରକ୍ଷା ଦିଆଯିବ । ଆମେରିକାର ଅର୍ଥନୀତିକୁ ବିଶ୍ୱର ସବୁଠୁ ମଜବୁତ ଅର୍ଥନୀତି ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର କାର୍ଯ୍ୟ ଜାରି ରଖିବୁ ବୋଲି କହିଛନ୍ତି ବାଇଡେନ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.