ଟ୍ରମ୍ପ-ବାଇଡେନ ଭେଟଘାଟ, ହ୍ବାଇଟ ହାଉସରେ ଭେଟିବେ ଉଭୟ ନେତା
ବୁଧବାର ଟ୍ରମ୍ପ-ବାଇଡେନ ଭେଟଘାଟ । ହ୍ବାଇଟ ହାଉସରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବ । ଏ ନେଇ ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ କାରିନେ ଜେନ ପିଆରେ ସୂଚନା ଦେଇଛନ୍ତି । ବାଇଡେନଙ୍କ ନିମନ୍ତ୍ରଣ ପରେ ଉଭୟ…