ବରଗଡ଼ : ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ
ବରଗଡ଼ - ଭେଡେନ ମୂଖ୍ୟ ରାସ୍ତାର ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ଏହି ରାସ୍ତାରେ ଲୁଟ୍ ପାଟ, ଡକାୟତି , ରାହାଜାନୀ ଦିନକୁ ଦିନ ବଢି ଚାଲିଛି ।
ବରଗଡ଼ : ବରଗଡ଼ – ଭେଡେନ ମୂଖ୍ୟ ରାସ୍ତାର ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ଏହି ରାସ୍ତାରେ ଲୁଟ୍ ପାଟ, ଡକାୟତି , ରାହାଜାନୀ ଦିନକୁ ଦିନ ବଢି ଚାଲିଛି । ତାହାର ସ୍ଥାୟୀ ସମାଧାନ ପାଇଁ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ । କିଛି ଦିନ ପୂର୍ବରୁ ଲୁଟ ପାଟ କରୁଥିବା ୩ ଜଣ ଯୁବକଙ୍କୁ ପ୍ରବଳ ମାଡ଼ ହେବା ଯୋଗୁଁ ୨ ଜଣ ଯୁବକଙ୍କ ଜୀବନ ଯାଇଛି । ମୃତ୍ୟୁ ଘଟଣାରେ ପୋଲିସ ୧୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ।