ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ

ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ। ଯାଜପୁର ବ୍ୟାସନଗରରେ ଆୟୋଜିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀରେ ରାଧିକା ଯୋଗ ଦେଇଛନ୍ତି।

ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ। ଯାଜପୁର ବ୍ୟାସନଗରରେ ଆୟୋଜିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀରେ ରାଧିକା ଯୋଗ ଦେଇଛନ୍ତି। ଓଡ଼ିଶାର ହସ୍ତଶିଳ୍ପ ଓ ଚାରୁକଳାକୁ ଖୁବ ପ୍ରଶଂସା କରିଛନ୍ତି। ଏଥିସହ ରାଜ୍ୟର ହସ୍ତଶିଳ୍ପ, ଚାରୁକଳା ଓ ସଂସ୍କୃତି ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ରାଧିକା ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.