ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ସୁସ୍ୱାଦୁ ଭୋଜନ କରିବୋ ବିଦେଶ ଯାତ୍ରା ସଫଳ ହେବ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁା

ବୃଷ : ଯୁକ୍ତିତର୍କରୁ ଦୂରେଇ ରହିବା ଭଲା ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବା କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବା ଭଲା

ମିଥୁନ : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିାଁ ଶରୀର ଅସୁସ୍ଥ ରହିବା ଗୃହରେ ଅଶାନ୍ତି ଦେଖାଦେଇପାରେ ।

କର୍କଟ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତିା ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ପାଇବୋ ଖର୍ଚ୍ଚବୃଦ୍ଧି ହେବା

ସିଂହ : ଧର୍ମକାର୍ୟ୍ୟରେ ଯୋଗଦେବୋ ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବା କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।

କନ୍ୟା : ଆୟ ମଧ୍ୟମ ରହିବା ଭ୍ରମଣ ଯୋଗ ରହିଛି । ବେପାର ବାଣିଜ୍ୟରେ ସଫଳତା ସହ କର୍ମକ୍ଷେତ୍ରରେ ସଫଳତା ପାଇବେ ।

ତୁଳା : ପାରିବାରିକ ଅଶାନ୍ତି ଦେଖାଦେବା ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

ବିଛା : ଅହଂଭାବ ତ୍ୟାଗ କରିବା ସହ ମନକୁ ଆୟତ୍ତରେ ରଖନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

ଧନୁ : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଚକ୍ଷୁରେ ପୀଡ଼ା ଦେଖାଦେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

ମକର : ବିଦେଶ ଯାତ୍ରା ସଫଳ ହେବା କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବୋ ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

କୁମ୍ଭ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ କରିବେ । କୁଟୁମ୍ବରେ ପୀଡ଼ା ଦେଖାଦେଇପାରେ ।

ମୀନ : କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକା ଆୟ ମଧ୍ୟମ ରହିବା ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.