ଇତିହାସ ପୃଷ୍ଠାରେ ୧୬ ଜୁଲାଇ : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା

୧୪୩୯ – ଇଂଲଣ୍ଡରେ ସଂକ୍ରମିତ ରୋଗ ହେବା ଡରରେ ଚୁମ୍ବନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

୧୫୧୯ : ମାର୍ଟିନ୍ ଲୁଥର କିଙ୍ଗ୍ ଏବଂ ଧର୍ମଗୁରୁ ଜନ୍ ଏକଙ୍କ ମଧ୍ୟରେ ଲେପଜିଗର ଫ୍ଲେସିନବର୍ଗ କାସେଲରେ ସାର୍ବଜନିକ କଥା କଟା କଟି ହୋଇଥିଲା ।

୧୬୬୧ – ୟୁରୋପର ଷ୍ଟେକହୋମ୍ ବ୍ଯାଙ୍କରେ ପ୍ରଥମ ଥର ନୋଟ୍ ଜାରି ହୋଇଥିଲା ।

୧୬୮୩ – କାରା ମୁସାଫାଙ୍କ ନେତୃତ୍ୱରେ ତୁର୍କୀ ସୈନିକ ଭିଏନା ପଂହଚି ଥିଲେ ।

୧୭୯୮ – ଆମେରିକାରେ ସାର୍ବଜାନିକ ସ୍ବାସ୍ଥ୍ଯସେବା ବିଭାଗ ତିଆରି ହୋଇଥିଲା ।

୧୮୫୬ – ହିନ୍ଦୁ ବିଧବା ମହିଳାଙ୍କୁ ପୂନର୍ବିବାହ ପାଇଁ ଆଇନଗତ ମାନ୍ଯତା ମିଳିଲା ।

୧୮୯୪ – ଜାପାନ ଓ ଇଂଲଣ୍ଡ ମଧ୍ୟରେ ଏଓସି କିଂବ୍ରେଲି ଚୁକ୍ତିରେ ହସ୍ତାକ୍ଷର ।

୧୯୦୦ – ରୁଷ୍ ମନଚୁଂରିୟାରେ ଚିନ୍ ଲୋକଙ୍କ ଖିଲାପରେ କ୍ରୋଧଜନିତ ଅଭିଯାନ ଆରମ୍ଭ କରିଥିଲେ ।

୧୯୨୫ – ଇରାକରେ ରାଜା ଫୋଜଲ୍ ବଗଦାଦ ପ୍ରଥମ ସଂସଦ ବସାଇଥିଲେ ।

୧୯୩୫ – ଆମେରିକାର ଓକଲାହୋମା ସିଟିରେ ପ୍ରଥମ ପାରକିଂଙ୍ଗ ମିଟର ଲାଗିଲା ।

୧୯୪୨ – ଫ୍ରାନସର ରଜଧାନୀ ପ୍ଯାରିସରେ ପୁଲିସ୍ ୧୩,୧୫୨ ଜଣ ଇହୁଦି ମାନଙ୍କୁ ଗିରଫ୍ କରିଥିଲେ ।

୧୯୫୦ – ଫିପା ବିଶ୍ବକପ୍ ଫାଇନାଲରେ ବ୍ରଜିଲକୁ ୨-୧ରେ ହରାଇ ବିଜେତା ହେଲା ଉରୁଗୁଏ ।

୧୯୬୮ : ଭାରତୀୟ ହକିର ଅଧିନାୟକ ଧନରାଜ ପିଲ୍ଲେଙ୍କ ଜନ୍ମ

୧୯୬୯ : ଆପୋଲୋ -୧୧ ଯାନରେ ଚନ୍ଦ୍ରମାରେ ପହଂଚିଥିବା ପ୍ରଥମ ବ୍ଯକ୍ତି ବନିଥିଲେ ଏଡୱନ୍ ଆଲଡ୍ରିନ୍ । ଏହା ସହ ଚାନ୍ଦରେ ତାଙ୍କର ପ୍ରଥମ ପାଦର ଫଟୋ ପ୍ରସାରିତ ହୋଇଥିଲା ।

୧୯୭୦ : ଇରାକରେ ସମ୍ବିଧାନ ଲାଗୁ ହୋଇଥିଲା ।

୧୯୯୦ : ଫିଲିଫାଇନ୍ସରେ ଭୂକମ୍ପ ଯୋଗୁଁ ୪୦୦ ଲୋକଙ୍କ ଜୀବନ ଯାଇଥିଲା । ଯାହାର ତୀବ୍ରତା ଥିଲା ୭.୭

୨୦୦୭ : ଜାପାନର ନିଗାଟ ତଟରେ ୬.୮ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ୮ଜଣଙ୍କ ମୃତ୍ୟୁ ହେବା ସହ ୮୦୦ ଆହତ ହୋଇଥିଲେ ।

୨୦୧୫ :  ବୈଜ୍ଞାନିକମାନେ ପ୍ଲୁଟୋ ଗ୍ରହର ଅତି ନିକଟରୁ ଫଟୋ ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.