Below header

କେହି ଦେଖିପାରିବେ ନାହିଁ ଆପଣଙ୍କର ଫୋନରେ ଥିବା ପର୍ସନାଲ ଫଟୋ-ଭିଡ଼ିଓ, କରିବାକୁ ହେବ ଏହି ଉପାୟ

ସ୍ମାର୍ଟଫୋନରେ ଅନେକ ପ୍ରକାରର ପର୍ସନାଲ ଜିନିଷ ଅଛି ଯେପରିକି ବ୍ୟକ୍ତିଗତ ଫଟୋ-ଭିଡିଓ ଏବଂ ଡକ୍ୟୁମେଣ୍ଟ୍, ଯାହାକୁ ଆମେ ପରିବାର ସଦସ୍ୟ ହେଉ ବା ବନ୍ଧୁବାନ୍ଧବ କାହା ସହିତ ବାଣ୍ଟିବାକୁ ଚାହିଁ ନଥାଉ । କିନ୍ତୁ ବେଳେବେଳେ ଏପରି ପରିସ୍ଥିତି ଉପୁଜେ ଯେ ନଚାହିଁ ବି ନିଜର ଫୋନ୍‌ କାହାକୁ ଦେବାକୁ…

ସ୍ଥିର ଅଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ପେଟ୍ରୋଲ ପମ୍ପକୁ ଯିବା ପୂର୍ବରୁ ତେଲ ଦର କେତେ ଅଛି ଆପଣ ଏଠାରେ ଜାଣିପାରିବେ। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୫୨ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ସୁନା କିଣିବାକୁ ଚାହୁଁଛନ୍ତି, ଏଠାରେ ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ୍‌ ପ୍ରତି ଦାମ୍‌

ଆପଣ ଯଦି ବିବାହ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କିଣିଦିଅନ୍ତୁ। ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ସୁନା ଦର ୪୧୦ ଟଙ୍କା ବୃଦ୍ଧି ପାଇଛି। ଆଜି ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା…

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଓ ଅନେକ ପ୍ରକାର ରୋଗ ପାଇଁ ଫଳପ୍ରଦ ହୋଇଥାଏ ଆତ, ଜାଣନ୍ତୁ କ’ଣ ରହିଛି ତତ୍ତ୍ୱ

ଶୀତଋତୁ ଆରମ୍ଭ ହୋଇଛି । ଖାଦ୍ୟ ଏବଂ ପାନୀୟ ପାଇଁ ଏହି ଋତୁ ଅତ୍ୟନ୍ତ ପ୍ରିୟ ବୋଲି ବିବେଚନା କରାଯାଏ । ବଜାରରେ ଅନେକ ତଟକା ଫଳ ଏବଂ ପନିପରିବା ମିଳୁଛି , ଯାହାକୁ ଲୋକମାନେ ବର୍ଷସାରା ଅପେକ୍ଷା କରନ୍ତି । ଆତ ମଧ୍ୟ ଏପରି ଏକ ଫଳ ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସ୍ୱାଦ ବ୍ୟତୀତ ଆତ…

କେରଳରେ ୧୨ ଘଣ୍ଟା ଭିତରେ ୨ ରାଜନେତାଙ୍କୁ ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଜାରି ହେଲା ୧୪୪ ଧାରା

ନୂଆଦିଲ୍ଲୀ : କେରଳର ଅଲଜୁପ୍ପା ଜିଲ୍ଲାରେ ବିରୋଧୀ ବିଜେପି ଏବଂ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ର ଦୁଇ ନେତାଙ୍କୁ ହତ୍ୟା କରାଯାଇଛି। ୧୨ ଘଣ୍ଟା ଭିତରେ ଦୁଇ ଦୁଇ ଜଣ ବିଜେପି ନେତାଙ୍କୁ ହତ୍ୟା କରାଯିବା ପରେ ସେଠାରେ ୧୪୪ ଧାରା ଲାଗୁ କରିଛି ପୋଲିସ । ରାଜ୍ୟ…

ଜାତିରେ କୁକୁର ହେଲେବି ମାନିବାକୁ ପଡିବ ତା’ ବୁଦ୍ଧିକୁ, ମାଲିକକୁ ସାହାଯ୍ୟ କରିବା ପାଇଁ କଲା ଅଜବ ଯୁଗାଡ଼;…

ସ୍ମାର୍ଟ ଫୋନ ଆସିବା ପରେ ସାଧାରଣ ଲୋକଟିଏବି ଆଜି ବହୁତ ବୁଦ୍ଧିଆ ହୋଇଗଲାଣି । ତାର ବୁଦ୍ଧି କୌଣସି ପାଠୁଆଠାରୁ କମ୍‌ ବି ନୁହେଁ। ସେହିପରି ପଶୁ ପକ୍ଷୀ ମାନଙ୍କ ମଧ୍ୟରେ ବି ଦେଖାଯାଉଛି । ସେମାନେ ବି ଦିନକୁ ଦିନ ବହୁତ ଚତୁର ହେବାରେ ଲାଗିଛନ୍ତି । ନିକଟରେ ଏକ କୁକୁରର ଭିଡିଓ ସୋସିଆଲ…

ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ସାମିଲ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଆଇପିଏଲ୍‌ ରେ ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଶନିବାର ଡକାଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ…

ସାବଧାନ! ୟୁପିଆଇ ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ୫ ଭୁଲ୍, ନଚେତ ଆପଣଙ୍କ ଆକାଉଣ୍ଟ ବି ହୋଇପାରେ ଖାଲି

ଗତ କିଛି ବର୍ଷ ମଧ୍ୟରେ ଭାରତରେ ଅନଲାଇନ୍ କିମ୍ବା ଡିଜିଟାଲ୍ କାରବାର ବୃଦ୍ଧି ପାଇଛି । ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯିଏ କି ସ୍ମାର୍ଟଫୋନ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ କରିନାହାଁନ୍ତି। ତେବେ ଏହା ଯେତେ ସହଜ ହୋଇଥିଲେ ବି କେବେକେବେ ବିପଦପୂର୍ଣ୍ଣ ହୋଇପାରେ । ୟୁପିଆଇ ଦ୍ୱାରା…

କେତେ ଅଛି ପେଟ୍ରୋଲ ଡିଜେଲ ଦର, ପଢନ୍ତୁ ଆଜିର ତାଜା ଅପଡେଟ

ପେଟ୍ରୋଲ ପମ୍ପକୁ ଯିବା ପୂର୍ବରୁ ତେଲ ଦର କେତେ ଅଛି ଆପଣ ଏଠାରେ ଜାଣିପାରିବେ। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୫୨ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ପୁଣି ମହଙ୍ଗା ହେଲା ସୁନା ଦର, ଜାଣନ୍ତୁ କେତେ ହେଲା ଗ୍ରାମ ପ୍ରତି ଦାମ୍

ଆପଣ ଯଦି ବିବାହ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କିଣିଦିଅନ୍ତୁ। ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ସୁନା ଦର ୪୧୦ ଟଙ୍କା ବୃଦ୍ଧି ପାଇଛି। ଆଜି ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା…

ଏଠାରେ ୧ କୋଟିରୁ ଅଧିକ ରହିଛି ଶିବଲିଙ୍ଗ, ମନସ୍କାମନା ପୂର୍ଣ୍ଣ ହେଲେ ଭକ୍ତ କରନ୍ତି ଦାନ

ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ରହିଛି, ଯାହା କେବଳ ଭଗବାନ ଶିବଙ୍କୁ ସମର୍ପିତ। ଆପଣ ମଧ୍ୟ ଭଗବାନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠାରେ ଏମିତି ଏକ ମନ୍ଦିର ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ଅନେକ ଶିବଲିଙ୍ଗ ନିର୍ମାଣ କରାଯାଇଛି। କର୍ଣ୍ଣାଟକରେ ଥିବା ଏହି ଶିବ…

ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଜଣେ ବ୍ୟକ୍ତିଙ୍କ କିଡନୀରୁ ବାହାରିଲା ୧୫୬ଟି ଷ୍ଟୋନ୍! ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ହାଇଦ୍ରାବାଦର ଏକ ଡାକ୍ତରଖାନାରେ ରୋଗୀର କିଡନୀରୁ ବାହାରିଲା ୧୫୬ଟି ପଥର, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ୍ ର ଏକ ହସ୍ପିଟାଲରେ । ଏଠାରେ ଜଣେ ୫୦ ବର୍ଷିୟ ରେଗୀଙ୍କ କିଡନୀରୁ ଏତେ ସଂଖ୍ୟକ ଷ୍ଟୋନ୍ ବାହାର କରାଯାଇଛି । ଏହି ଅପରେସନ…