Below header

ପୂର୍ବ ତଟ ରେଳ ପଥରେ ବମ୍ପର ନିଯୁକ୍ତି; ମାଟ୍ରିକ ପାସ୍ ପିଲା ବି କରିପାରିବେ ଆବେଦନ

East Coast Railway Recruitment ୨୦୨୨: ଯେଉଁ ପ୍ରାର୍ଥୀମାନେ ଭାରତୀୟ ରେଳବାଇରେ ଯୋଗଦେବାକୁ ଆଗ୍ରହୀ, ଏଠାରେ ଆପଣଙ୍କ ପାଇଁ ଏକ ଚାକିରି ସୁଯୋଗ ରହିଛି । ଇଷ୍ଟକୋଷ୍ଟ ରେଳବାଇ (ECR) ନର୍ସିଂ ସୁପରିଟେଣ୍ଡେଣ୍ଟ , ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇଁ ଏକ…

ହାପି ବାର୍ଥ ଡେ’ ଗୋବିନ୍ଦା, ୫୮ ବର୍ଷରେ ପାଦ ରଖିଲେ ଛୋଟେ ମିଆଁ

ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । ଆଜି ଗୋବିନ୍ଦା ୫୮ ବର୍ଷରେ…

ଚଷମା ପିନ୍ଧିବା ଦ୍ୱାରା ମୁହଁରେ କଳା ହୋଇଯାଉଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ କାମ କମ୍ପ୍ୟୁଟର କିମ୍ବା ଫୋନରେ ହେଉଛି। ଯାହାଫଳରେ ଏପରି କାମ କରିବା ଦ୍ୱାରା ଆଖି ଉପରେ ହିଁ ଅଧିକ ପ୍ରଭାବ ପଡ଼ିଥାଏ। କମ୍ପ୍ୟୁଟର ଏବଂ ଫୋନରୁ ବାହାରୁଥିବା ଲାଇଟ ଦ୍ୱାରା ଆଖିର ଆଲୋକ କମ ହେବାକୁ ଲାଗିଥାଏ। ଏହିକାରଣରୁ କିଛି ଲୋକ କମ୍ପ୍ୟୁଟର କିଛି ଲୋକ…

ମୋଗଲ ଶାସକଙ୍କ ପୁତ୍ର ବଧୂ କହିଲେ ‘ଲାଲ୍ କିଲ୍ଲା ମୋର’, କୋର୍ଟ ପଚାରିଲେ ୧୫୦ ବର୍ଷ ହେଲା କେଉଁଠି ଥିଲ ?

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଦୁର୍ଗ ଲାଲ୍ କିଲ୍ଲା ଉପରେ ନିଜର ଅଧିକାର ଦାବି କରୁଥିବା ଶେଷ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫରଙ୍କ ବୋହୂ ସୁଲତାନା ବେଗମଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରକୃତରେ, ସୁଲତାନା ବେଗମ୍ କହିଛନ୍ତି ଯେ ୧୮୫୭ ମସିହାରେ ବ୍ରିଟିଶ…

ଶାନଦାର୍ ଅଫର୍! ୨୦ ହଜାର ଟଙ୍କା ଶସ୍ତାରେ ମିଳୁଛି IPhone 13

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଅବସରରେ ଯଦି ଆପଣ ନିଜ ପାଇଁ ଏକ ଆଇଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କର ଏକ ବଡ଼ ସୁଯୋଗ ଅଛି । ଫ୍ଲିପକାର୍ଟରେ ଚାଲୁଥିବା ବିଗ୍ ସେଭିଙ୍ଗ୍ ଡେ ସେଲ ଅଧୀନରେ ଆପଣ ମାର୍କେଟରୁ iPhone 13 Mini ଏବଂ iPhone 13 Pro Max କିଣି ପାରିବେ । ଏହି…

କେତେ ଅଛି ପେଟ୍ରୋଲ ଡିଜେଲ ଦର, ପଢନ୍ତୁ ଆଜିର ତାଜା ଅପଡେଟ

ପେଟ୍ରୋଲ ପମ୍ପକୁ ଯିବା ପୂର୍ବରୁ ତେଲ ଦର କେତେ ଅଛି ଆପଣ ଏଠାରେ ଜାଣିପାରିବେ। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ଏଠାରେ ଜାଣନ୍ତୁ ଆଜି ରାଜଧାନୀରେ କେତେ ଅଛି ସୁନା ଦର, ବଢିଛି ନା କମିଛି

ଆପଣ ଯଦି ବିବାହ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କିଣିଦିଅନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୪, ୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୫୩୦ ଟଙ୍କା ହୋଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪…

ନୂଆବର୍ଷରୁ ବଦଳିବାକୁ ଯାଉଛି ବ୍ୟାଙ୍କ ନିୟମ, ୧୦,୦୦୦ରୁ ଅଧିକ ଜମା କଲେ କଟିବ ଚାର୍ଜ

ଆଉ କିଛି ଦିନ ପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୨ । ଏହାସହ ଦେଶରେ କିଛି ବଡ ନିୟମର ବି ପରିବର୍ତ୍ତନ ହେବାକୁ ଯାଉଛି । ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ର ଗ୍ରାହକମାନଙ୍କ ପାଇଁ ପୁରୁଣା ନିୟମ ପରିବର୍ତ୍ତନ କରି ନୂଆ ନିୟମ ଲାଗୁ । ଏହି ବ୍ୟାଙ୍କ ଖାତାଧାରକମାନଙ୍କୁ…

ବଢ଼ିଲା ଥଣ୍ଡା କେବଳ ମଣିଷ ନୁହେଁ ଭଗବାନ ବି ପିନ୍ଧିଲେ ସ୍ୱେଟର

କାଲୁଆ ଶୀତରେ ଥରୁଛି ଭାରତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ହ୍ରାସ ହେବା ପରେ ଶୀତ ବଢିବାରେ ଲାଗିଛି । ଦେଶର କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ପାଇଛି ।…

ଇନ୍‌ସୁଲିନ ମାତ୍ରାକୁ ବଢାଇବା ସହ ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରେ ରାଜମା, ଶରୀରକୁ ଦେଇଥାଏ ଅନେକ ଫାଇଦା

ଡାଇବେଟିସ ରୋଗୀ ବ୍ୟକ୍ତିମାନଙ୍କୁ ଅନେକ ଖାଦ୍ୟ ଖାଇବାରେ ବାରଣ କରାଯାଇଥାଏ, ଯେପରି ମିଠା ଜାତୀୟ ଖାଦ୍ୟ ଖାଇବାକୁ ମନା କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହିସବୁ ଖାଦ୍ୟ ମଧ୍ୟରେ ରାଜମା ଡାଇବେଟିସ ଥିବା ବ୍ୟକ୍ତିମାନଙ୍କ ପାଇଁ ଲାଭକାରୀ ହୋଇଥାଏ । କାରଣ ରାଜମା ବ୍ଲଡସୁଗାରକୁ…

BWF World Championship: ଐତିହାସିକ ରୌପ୍ୟ ପଦକ ହାସଲ କଲେ ଭାରତର କିଦାମ୍ବି ଶ୍ରୀକାନ୍ତ

ନୂଆଦିଲ୍ଲୀ: ସ୍ପେନରେ ଖେଳାଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର କିଦାମ୍ବି ଶ୍ରୀକାନ୍ତ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସିଙ୍ଗାପୁରର ଲୋହ କିନଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି ଶ୍ରୀକାନ୍ତ । ଫାଇନାଲରେ ଲୋହ କିନଙ୍କ ଠାରୁ…

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ, ମୃତ୍ୟୁ ସଂଖ୍ୟା ୨୦୦କୁ ଛୁଇଁଲା

ନୂଆଦିଲ୍ଳୀ: ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ…