Below header

କ’ଣ କହିବେ ଏହାକୁ ଲ୍ୟାଣ୍ଡଫୋନ୍ ନା’ ସ୍ମାର୍ଟଫୋନ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଜବ ଫଟୋ

ଏକ ସମୟ ଥିଲା ଯେତେବେଳେ ଲୋକଙ୍କ ହାତରେ ମୋବାଇଲ୍ ଫୋନ୍ ନଥିଲା । ଘରେ ଘରେ କେବଳ ଲ୍ୟାଣ୍ଡଲାଇନ ଫୋନ୍ ଉପଲବ୍ଧ ଥିଲା । ଏକ ଡବା ଭଳି ଦେଖାଯାଉଥିବା ସେହି ଟେଲିଫୋନରେ କେବଳ ଫୋନ କଲ କରାଯାଇପାରୁଥିଲା କିମ୍ବା କଲ ରିସିଭ କରାଯାଇପାରୁଥିଲା । ଏହା ଛଡ଼ା ଆଉ କୌଣସି କାମ ହୋଇପାରୁନଥିଲା । ତେବେ…

ଅନଲାଇନରେ ପ୍ରେମ କରି ଫସିଲେ ଇଟାଲିର ଭଲିବଲ ଖେଳାଳି, ବୟସ ନଜାଣି ପ୍ରେମିକା ପାଇଁ ଖର୍ଚ୍ଚ କଲେ ୬ କୋଟି

‘ନା ଉମ୍ର କି ସୀମା ହୋ ନା ଜନ୍ମ କା ହୋ ବନ୍ଧନ’ ଗୀତର ଏହି ଲାଇନ ଆପଣ ତ' ନିଶ୍ଚିତ ଶୁଣିଥିବେ । ଯେତେବେଳେ ମଣିଷକୁ ପ୍ରେମ ହେଇଥାଏ ତେବେ ସେ ଜାତି, ଧର୍ମ , ଛୋଟ ବଡ଼ , କିଛ ବି ଦେଖି ନଥାଏ । ତା ଉପରେ ଏହି କଥାର କିଛି ବି ଫରକ ପଡିନଥାଏ କି ସାମ୍ନା ବାଲାର ବୟସ କଣ ଥାଏ । ହେଲେ ବୟସ…

‘ଏ ଦୋସ୍ତି ହମ ନେହିଁ ତୋଡ଼େଙ୍ଗେ’; ମଲା ପରେ ବି ଶବକୁ କବରରୁ କାଢି ଏମିତି କଲେ ସାଙ୍ଗ !

ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ ସାଥିରେ ଥିଲେ ପଙ୍ଗୁ ପର୍ବତ ଚଢିବା ବା ଅନ୍ଧ ଦୁନିଆଁ ଦେଖିବା କିଛି ବଡ କଥା ନୁହେଁ । ଦୁଇଟି ବନ୍ଧୁଙ୍କ ସମ୍ପର୍କ ସର୍ବଦା ବିଶ୍ୱାସର ଡୋରିରେ…

ହ୍ୱାଟ୍ସଆପ୍‌ ରେ ଚାଟିଂ କରିବା ବେଳେ ଆପଣ ଅନ୍‌ଲାଇନ୍‌ରେ ଥିବାର ଜଣାପଡ଼ିବ ନାହିଁ, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ବ୍ୟବହାର ଆମେ ସମସ୍ତେ କରୁଛେ। ବୋଧହୁଏ ଆପଣ କିଛି ବ୍ୟକ୍ତିଙ୍କ ସହ ଚାଟ୍ କରିବାକୁ ଚାହାଁନ୍ତି, କିନ୍ତୁ ଏହା ବିଷୟରେ ଅନ୍ୟ କାହାକୁ ଜଣାଇବାକୁ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତି ପାଇଁ, ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବାକୁ ଯାଉଛୁ ।…

କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଏଠାରେ

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍‌ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୭୦ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୫୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ…

ସ୍ଥିର ରହିଛି ସୁନା ଦାମ୍‌, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦର

ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍‌। ସୁନା ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୫୪୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି…

ଚିନ୍ତା ବଢ଼ାଇଲେ ୧୩ ବିଦେଶ ଫେରନ୍ତା , ଦେଇଛନ୍ତି ଭୁଲ୍ ମୋବାଇଲ ନମ୍ବର ଓ ଠିକଣା

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଭାରତ ସମେତ ସମଗ୍ର ବିଶ୍ୱରେ ଭୟ ସୃଷ୍ଟି ହୋଇଛି। ଡେଲଟା ଭାରିଆଣ୍ଟ୍ ଠାରୁ ମଧ୍ୟ ଦୁଇଗୁଣ ବେଗରେ ବ୍ୟାପୁଛି ଏହି ଓମିକ୍ରନ୍ ଭାରିଆଣ୍ଟ୍ । ଏହାକୁ ରୋକିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ବିଶେଷ ଭାବରେ…

ଏହି ନାମଧାରୀ ଝିଅଙ୍କ ପାଖରେ କେବେ ବି ଦେଖା ଯାଏ ନାହିଁ ଆର୍ଥିକ ଅଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେକୌଣସି ବ୍ୟକ୍ତିର ପ୍ରକୃତି ଏବଂ ସ୍ଵଭାଵ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜଣା ପଡିଥାଏ । ଏଠାରେ ଆମେ ଆପଣଙ୍କୁ H ଅକ୍ଷରରୁ ଆରମ୍ଭ ହୋଇଥିବା ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ସେମାନେ…

ବିବାହକୁ ନେଇ ତାଲିବାନ ଜାରି କଲା ନୂଆ ନିୟମ, କହିଲା- ମହିଳା ମାନେ ସମ୍ପତ୍ତି ନୁହନ୍ତି

କାବୁଲ: ବିଶ୍ୱ ସାମ୍ନାରେ ଭଲ ହେବାକୁ ଚେଷ୍ଟା ହେଉ କିମ୍ବା ତାଲିବାନ ପ୍ରକୃତରେ ବଦଳି ଯାଉ ସେ କଥା ଭବିଷ୍ୟତ ହିଁ କହିବ। ପୂର୍ବରୁ ତାଲିବାନ ମହିଳାଙ୍କୁ ବଳ ପୂର୍ବକ ବିବାହ କରୁଥିବା ଅଭିଯୋଗ ହେଉଥିଲା। କିନ୍ତୁ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନରେ ମହିଳାଙ୍କ ବିବାହକୁ ବାରଣ କରିଛି।…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଓଜନ ହ୍ରାସ କରେ ମଶରୁମ୍, ଜାଣନ୍ତୁ ଏହାର ଅନେକ ଫାଇଦା

ମଶରୁମ୍ ଏପରି ଏକ ଖାଦ୍ୟ ଯେ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଅତି ଉତ୍ସାହର ସହିତ ଖାଆନ୍ତି । ଶୀତରୁ ଗ୍ରୀଷ୍ମ ପର୍ଯ୍ୟନ୍ତ ପ୍ରତ୍ୟେକ ଋତୁରେ ଏହା ବଜାରରେ ଉପଲବ୍ଧ। ସ୍ୱାଦ ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ପ୍ରତ୍ୟେକ ଅଞ୍ଚଳରେ…

ବିରଳ ମାଛ; ଯାହାର ରହିଛି ୫୫୫ଟି ଦାନ୍ତ, ଦିନରେ ଯେତିକି ଭାଙ୍ଗେ ସେତିକି ଉଠେ

ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସ୍ଥଳ ଭାଗରେ ହେଉ କିମ୍ବା ଜଳ ଭାଗରେ । ପଶୁମାନଙ୍କ ସଂଖ୍ୟା କଦାପି ଗଣନା କରାଯାଇପାରିବ ନାହିଁ । ପ୍ରତିଦିନ କିଛି ଅଜବ ପ୍ରକାର ଜୀବଜନ୍ତୁ ଦେଖାଯାଏ । ନିକଟରେ ବୈଜ୍ଞାନିକମାନେ ଏପରି ଏକ ମାଛ ପାଇଛନ୍ତି, ଯାହାର ଦାନ୍ତ କୁ ନେଇ ଚର୍ଚ୍ଚା ଜୋର…

PhonePe ର ନୂଆ ସ୍କିମ: ୧୦୦୦ ଟଙ୍କାରୁ କମ୍ ଦେଲେ ମିଳୁଛି ସ୍ୱାସ୍ଥ୍ୟ ବୀମା ଯୋଜନା, ଜାଣନ୍ତୁ କିପରି

ଲୋକପ୍ରିୟ ପ୍ଲାଟଫର୍ମ ଫୋନ୍ ପେ ପ୍ରଥମ ଥର ଉପଭୋକ୍ତା ମାନଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛି । କୋଭିଡର ସମୟ ଆମକୁ ସ୍ୱାସ୍ଥ୍ୟ ବୀମାର ମହତ୍ତ୍ୱକୁ ବୁଝାଇଥିଲା । ଅଧିକାଂଶ ଲୋକ ବୁଝି ପାରନ୍ତି ନାହିଁ ସ୍ୱାସ୍ଥ୍ୟ ବୀମା ଯୋଜନା କେତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ…