କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ବ୍ୟବହାର କରିବା ହେଲା ଆହୁରି ସହଜ: ଲଞ୍ଚ ହେଲା ହ୍ୱାଟ୍ସଆପ୍ ବିଟା, ଏମିତି କରନ୍ତୁ…

କେବଳ ସ୍ମାର୍ଟଫୋନ୍ ନୁହେଁ କମ୍ପ୍ୟୁଟର ଏବଂ ଲାପଟପ୍ ରେ ହ୍ୱାଟ୍ସଆପ୍, ବ୍ୟବହାରକୁ ସହଜ କରିବାକୁ ଏହି ଆପ୍ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛି । ଏଥିପାଇଁ ହ୍ୱାଟ୍ସଆପ୍ ଭର୍ସନରେ ଅନେକ ଫିଚର୍ ଯୋଡା ଯାଇଛି। ଏହି ଧାରାବାହିକରେ ଏକ ପଦକ୍ଷେପ ନେଇ କମ୍ପାନୀ ବର୍ତ୍ତମାନ ହ୍ୱାଟ୍ସଆପ୍,…

ପୁଣି ବଢ଼ିଲା ସୁନା ଦାମ୍, ଜାଣନ୍ତୁ ଆଜିର ତାଜା ଅପଡେଟ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୦୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୧୫୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୧୬୦…

ଏଠାରେ ଯାଞ୍ଚ କରନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୯୭…

ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମା’, ୨୦ଟି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମାଆ। ମିଶନ ଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସମ୍ପର୍କରେ ୨୦ଟି ବିଭାଗର ସମୀକ୍ଷା କରିଥିଲେ ନବୀନ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ…

ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ, ଟ୍ରଲର ଚାପାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ

ଯାଜପୁର (କେନ୍ୟୁଜ): ସ୍ୱାମୀ ଆଖି ଆଗରେ ଚାଲିଗଲା ସ୍ତ୍ରୀର ଜୀବନ। ଟ୍ରଲର ଚାପାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ। ୧୬ନଂ ଜାତୀୟ ରାଜପଥର ଶଙ୍ଖାରିଡିହ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ମୃତ ମହିଳା ହେଲେ ସ୍ଥାନୀୟ ନାକପୋଲ ଅଞ୍ଚଳର ହେମନ୍ତ ଦାସଙ୍କ ପତ୍ନୀ ଲିଲି ଦାସ। ଉଭୟ ସ୍ୱାମୀ…

ମମିତା ମେହେର ହତ୍ୟା ଘଟଣା: ନିଜ ପକ୍ଷ ରଖିଲେ ଦିବ୍ୟଶଙ୍କର, କହିଲେ- “ସତ୍ୟର ଜୟ ହେବ, ଯିଏ ଦୋଷୀ ନିଶ୍ଚୟ ଦଣ୍ଡ…

ଭବାନୀପାଟଣାର (କେନ୍ୟୁଜ): ମତ ରଖିଲେ ମନ୍ତ୍ରୀ । ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଭବାନୀପାଟଣାର ଏକ ସଭାରେ ମତ ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସତ୍ୟର ଜୟ ହେବ, ନ୍ୟାୟ ପ୍ରତିଷ୍ଠା ହେବ । ଯିଏ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ଦିବ୍ୟଶଙ୍କର…

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଗଣଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ପୀଡିତାଙ୍କୁ ମିଳିବ ୧୦ ଲକ୍ଷ…

କଟକ (କେନ୍ୟୁଜ): ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଗଣଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ଜଣେ ୨୦ ବର୍ଷୀୟ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସଂପୃକ୍ତ ଯୁବତୀଙ୍କର ସ୍ୱାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ସହ ସେ…

ଚାଇଲ୍‌ଡ ପର୍ଣ୍ଣ ମାମଲା : ସୁରେନ୍ଦ୍ରକୁ ୩ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ନେଲା CBI

ଭୁବନେଶ୍ୱର (କେନ୍ୟୁଜ): ଚାଇଲ୍ଡ ପର୍ଣ୍ଣ ମାମଲାରେ ଟ୍ରାନଜିଟ୍‌ ରିମାଣ୍ଡରେ ଗଲା ସୁରେନ୍ଦ୍ର ନାୟକ । ସୁରେନ୍ଦ୍ରକୁ ୩ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ଦିଲ୍ଲୀ ନେଲା CBI । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା । ତେବେ ୩ ଦିନ ରିମାଣ୍ଡ ପାଇଁ…

ଅପହଞ୍ଚ ଇଲାକାରରେ ପହଞ୍ଚିବ 4G ସେବା, ଯୋଡ଼ି ହେବ ୪୪ ଆକାଂକ୍ଷୀ ଜିଲ୍ଲା

ନୂଆଦିଲ୍ଲୀ : ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ମୋବାଇଲ ସେବା ବୃଦ୍ଧି କରାଯିବ। ସେଥିରେ ଓଡ଼ିଶା ସହ ଅଛନ୍ତି ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର। ୪୪ଟି ଜିଲ୍ଲାର ୭ ହଜାର ୨୮୭ ଗାଁ ଯେଉଁଠି ମୋବାଇଲ ସେବା ନାହିଁ, ସେଠାରେ ଯୋଗାଇ ଦିଆଯିବ ଫୋର୍‌-ଜି ସେବା। ଏଥିଲାଗି ଖର୍ଚ୍ଚ ହେବ ୬…

ତାଳଚେରରେ ହାତୀ ଉପଦ୍ରବ, ଯେତିକି ଖାଉଛନ୍ତି ସେତିକି ନଷ୍ଟ କରୁଛନ୍ତି କ୍ଷେତ

ତାଳଚେର (କେନ୍ୟୁଜ): ଅଦିନିଆ ବର୍ଷା ସାଙ୍ଗକୁ ହାତୀମାନଙ୍କ ଉପଦ୍ରବ ଏବେ ଚାଷୀମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ତାଳଚେର ବ୍ଲକ୍‌ କଙ୍କିଳି ଗାଁରେ ଦୀର୍ଘ ଦିନ ହେବ ହାତୀପଲ ଗାଁକୁ ଆସି ବିଭିନ୍ନ ଲୋକଙ୍କ ଘର, ବାଡ଼ିରେ ପଶି ଉପଦ୍ରବ କରିବା ସହ ଅନେକ ଲୋକଙ୍କ ପନିପରିବା ସହ ଚାଷ ଜମି…

ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରାଇଲେ ପୋଲିସ ବାବୁ

ସୁବର୍ଣ୍ଣପୁର (କେନ୍ୟୁଜ): ଏବେ ବି ବଞ୍ଚିଛି ମାନବିକତା । ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି ଜଣେ ପୋଲିସ ବାବୁ । ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଶଙ୍କରା ଗାଁର ଏକ ପୋଖରୀରେ ମାଛ ଧରିବା ପାଇଁ ବିଛା ଯାଇଥିବା ଜାଲରେ ପଡିଯାଇଥିଲା ଏକ ବିରଳ ରଣା ସାପ । ଏହି ସାପଟିକୁ…

ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସୁରେନ୍ଦ୍ର ନାୟକକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର (କେନ୍ୟୁଜ): ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ହେଲେ ଗିରଫ। ଢେଙ୍କାନାଳ ଜୁବୁଲି ଟାଉନ ଘରୁ ତାଙ୍କୁ ଗିରଫ କରିଛି ସିବିଆଇ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସୁରେନ୍ଦ୍ର ନାୟକକୁ ହାଜର କରାଯାଇଛି । ଢେଙ୍କାନାଳର ଏକ ପ୍ରଡକ୍ସନ…