Below header

ରାଜ୍ୟରେ କମିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍‌ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୪୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ଆଜି କେମିତି କଟିବ ପୂରା ଦିନ, କାହା ପ୍ରତି ସତର୍କ ରହିବେ ସବୁ ଜାଣନ୍ତୁ ରାଶିଫଳରୁ

ମେଷ : ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ପରିବହନରେ ଲାଭ କରିପାରିବେ। ବୃଷ : ଆଜି ପାରିବାରିକ ସ୍ଥିତି,…

ସୁନା କିଣିବାକୁ ଚାହୁଁଛନ୍ତି, ଏଠାରେ ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ୍‌ ପ୍ରତି ଦାମ୍‌

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୯୫୦ ଟଙ୍କା…

ନାମ ସଂକୀର୍ତ୍ତନରେ ଚଳଚଞ୍ଚଳ କୋରାପୁଟ ଜିଲ୍ଲା ଝଡିଗୁଡା ଗ୍ରାମ, ମାଟି ମା’ର ସନ୍ତୁଷ୍ଟି ପାଇଁ କୁମ୍ଭାର ପରିବାର…

କୋରାପୁଟ (କେନ୍ୟୁଜ): ଯୁଗ ବଦଳିଛି ହେଲେ ବଦିଳି ନାହିଁ ପରମ୍ପରା। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ମଧ୍ୟ ବଞ୍ଚିଛି ରହିଛି ବିଶ୍ଵାସ ଓ ଆସ୍ଥା। କୁମ୍ଭାର ସମ୍ପ୍ରଦାୟଙ୍କ ପକ୍ଷରୁ ମାଟି ପ୍ରତିଷ୍ଠା ପାଇଁ ପାଳନ କରୁଛନ୍ତି କୁରାଳ ପୂଜା । ତିନିଦିନ ଧରି ଏହି ପୂଜା ପାଳନ କରାଯାଉ…

ନିଲାମ ହେବ ଅଷ୍ଟ୍ରେଲିଆର ଡୋନାଲ୍ଡ ବ୍ରାଡ୍‌ମ୍ୟାନ୍‌ଙ୍କ ଐତିହାସିକ ବ୍ୟାଟ୍‌, ୮୭ ବର୍ଷ ପୂର୍ବେ ଆଶେସ୍ ସିରିଜରେ…

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଡୋନାଲ୍ଡ ବ୍ରାଡ୍‌ମ୍ୟାନ୍‌ଙ୍କ ଐତିହାସିକ ବ୍ୟାଟ୍‌ ନିଲାମ ହେବା ପାଇଁ ଯାଉଛି। ୧୯୩୪ ଆଶେସ୍ ସିରିଜ୍ ସମୟରେ ବ୍ରାଡମ୍ୟାନ୍ ସମାନ ବ୍ୟାଟ୍ ସହିତ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିଲେ। ଓପନର୍ ବିଲ୍ ପନ୍ସଫୋର୍ଡଙ୍କ ସହ ୪୫୧ ରନ୍ ଭାଗିଦାରୀ ସମୟରେ…

ସବୁଠୁ ଶସ୍ତା ମାସିକିଆ ପ୍ଲାନ ଲଞ୍ଚ କଲା jio, ମିଳୁଛି ଅନଲିମିଟେଡ଼ ଭଏସ କଲ୍ ସହିତ 2GB ଡାଟା

ଚଳିତ ମାସରେ ଜିଓ ଏହାର ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ବୃଦ୍ଧି କରିଛି । ଏୟାରଟେଲ ଏବଂ ଭୋଡ଼ା ଫୋନ ତୁଳନାରେ, ଜିଓ ର Prepaid Plans ଟିକେ ଶସ୍ତା ଅଛି । ଏଥିରେ କମ୍ପାନୀ ଅନେକ ପ୍ରକାରର ପ୍ରିପେଡ୍ ପ୍ଲାନ ଅଫର ଦେଇଛି। Jio ର ପ୍ରିପେଡ୍ ପ୍ଲାନ ଗୁଡିକର ଏକ ଲମ୍ବା ତାଲିକା ଦିଆଯାଇଛି। ଯେଉଁ…

ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ହିତକର ମେଥି ଶାଗ

ଶୀତ ଦିନେ ସାଧାରଣତଃ ମେଥି ଶାଗ ବଜାରରେ ଭରପୁର ମାତ୍ରାରେ ମିଳେ । ମେଥି ଶାଗକୁ ପ୍ରତି ଘରେ ଖାଦ୍ୟ ରୂପେ ବ୍ୟବହାର କରାଯଏ । କିଛି କିଛି ଲୋକେ ମେଥି ପରଟା କରି ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ମେଥି ମଞ୍ଜି ଭଳି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ । ଆପଣ ଚାହିଁଲେ ଏହାକୁ…

ସିଡିଏସ ବିପିନ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣା ନେଇ ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ଟ୍ରାଇ ସର୍ଭିସ ତଦନ୍ତ ହେବ ବୋଲି ଲୋକସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚପ୍ପର କ୍ରାସ ନେଇ…

ଆସିଗଲା ଓମିକ୍ରନ୍ ପାଇଁ ଔଷଧ, ବ୍ରିଟିଶ ବୈଜ୍ଞାନିକ କଲେ ଖୁଲାସା

ନୂଆଦିଲ୍ଲୀ : କରୋନା ଭାଇରସ୍ ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । ଏହି ସମୟରେ ବ୍ରିଟେନର ଆନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲାକ୍ସୋ ସ୍ମିଥକାଇନ୍ (GSK.L) ଦାବି କରିଛି ଯେ ଓମିକ୍ରନ୍ ର ସମସ୍ତ ପରିବର୍ତ୍ତନ ବିରୁଦ୍ଧରେ ସୋଟ୍ରୋଭିମ୍ବ…

ସାମ୍ନାକୁ ଆସିଲା ସିଡିଏସଙ୍କ ହେଲିକପ୍ଟର କ୍ରାସ ହେବା ପୂର୍ବର ଭିଡିଓ, ଦେଖନ୍ତୁ

ଚେନ୍ନାଇ: ତାମିଲନାଡ଼ୁ କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ହେବା ପୂର୍ବରୁ ହେଲିକପ୍ଟରର ଏକ ଭିଡିଓ ସାମ୍ନାକୁ ଆସିଛି । କିପରି ହେଲିକପ୍ଟରରୁ ନିଆଁ ବାହାରି ଆକାଶ ଧୁଆଁମୟ ହେଉଛି, ତାହା ଭିଡିଓରେ ଦେଖିବାକୁ…

ବୁକିଂ ଆରମ୍ଭ ହେବାର ମାତ୍ର ୨ ମିନିଟରେ ବିକ୍ରି ହୋଇଗଲା ସବୁ Royal Enfield ,କମ୍ପାନୀ ଲଗାଇଲା SOLD OUT ନୋଟିସ 

ରୟାଲ ଏନଫିଲଡ୍ ବିଷୟରେ ଲୋକଙ୍କ କ୍ରେଜ୍ ଏକ ନୂଆ କଥା ନୁହେଁ, କିନ୍ତୁ ଏଥର କିଛି ଘଟିଛି ଯାହା ଆତଙ୍କ ସୃଷ୍ଟି କରିଛି । କକମ୍ପାନୀ ନିକଟରେ ଏହାର ଏକ ନୂଆ ବାଇକ ଲଞ୍ଚ କରିଛି, ଆଉ ଏହି ବାଇକର କ୍ରେଜ ଏତେ ରହିଛି ଯେ ଭାରତରେ ଏହାର ବୁକିଂ ଆରମ୍ଭ ହେବାରେ ମାତ୍ର କିଛି ମିନିଟ୍ ମଧ୍ୟରେ ସବୁ…

ଇଏ କି ଅଭଦ୍ରାମୀ ! ଚିଠି ଦେବାକୁ ଯାଇଥିବା ଡାକ ପିଅନକୁ ମରଣାନ୍ତକ ଆକ୍ରମଣ

ଜଳେଶ୍ବର (କେନ୍ୟୁଜ) : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ପୋଷ୍ଟ ଅଫିସର ଡାକ ପିଅନ ପରିତୋଷ ଦଳାଇଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଜାମଶୁଳୀ ପୋଷ୍ଟ ଅଫିସରେ କାର୍ଯ୍ଯରତ ଡାକ ପିଅନ…