Below header

ବଡ଼ ଖବର: ବଦଳିବାକୁ ଯାଉଛି ଫେସବୁକର ନାଁ! ଜାଣନ୍ତୁ କାହିଁକି

Facebook Inc କମ୍ପାନୀକୁ ଏକ ନୂତନ ନାମ ସହିତ ରିବ୍ରାଣ୍ଡ୍ କରିବାକୁ ଯୋଜନା କରୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀରେ ଫେସ ବୁକ ସିଇଓ…

ତାଲିବାନୀ ବର୍ବରତା: କାଟିଲେ ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ

କାବୁଲ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ଭଲିବଲ ମହିଳା ଜୁନିୟର ଖେଳାଳି ମହଜବୀନ ହାକିମିଙ୍କ ମୁଣ୍ଡ କାଟି…

ଡାକ୍ତରଙ୍କ ବିରଳ ସଫଳତା, ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡ଼ନୀ

ନୂଆଦିଲ୍ଲୀ: କିଡ଼ନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ମିଳିଛି ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡ଼ନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ ପ୍ରତ୍ୟାରୋପଣ କରି ମାନବ ଜୀବନ ରକ୍ଷା ଉପରେ ରିସର୍ଚ୍ଚ କରିଆସୁଥିଲେ ।…

ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୧୮୦ ଟଙ୍କା ଓ ୪୮,୭୧୦ ଟଙ୍କା ହୋଇଛି। ଦେଶର…

ପୁଣି ବଢିଲା ତୈଳ ଦର, ଏଠାରେ ଯାଞ୍ଚ କରନ୍ତୁ ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ମୂଲ୍ୟ

ପୁଣି ବଢିଲା ତୈଳ ଦର। ଆଜି ଉଭୟ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୭ ଟଙ୍କା ୧୩ ପଇସା ଥିବା ବେଳେ ଡିଜେଲ ଦର ରହିଛି ୧୦୩ ଟଙ୍କା ୫୩ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ…

ଆଜିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ, ମୋକ୍ଷ ପ୍ରାପ୍ତି ପାଇଁ ଏମିତି ପାଳନ କରନ୍ତୁ ବ୍ରତ

ଆଜିଠୁ ଆରମ୍ଭ ହୋଉଛି ଧର୍ମ ମାସ କାର୍ତ୍ତିକ । ଆଉ ଏହା ସହ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ ବିଧାନ। ପରମ୍ପରା ଓ ବିଶ୍ୱାସକୁ ଆଧାର କରି ପୁର ପଲ୍ଲୀରେ ମହିଳାମାନେ ପାଳନ କରୁଛନ୍ତି ଏହି କାର୍ତ୍ତିକ ବ୍ରତ । ଧର୍ମ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ…

କୁଆଡ଼େ ଗଲା ଶିଳ୍ପାଙ୍କ ଅଧା ଚୁଟି; ନୂଆ ହେୟାର ଷ୍ଟାଇଲ ଦେଖି ମଜାକ ଉଡ଼ାଇଲେ ଫ୍ୟାନ୍ସ

ନିକଟରେ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଧରାଡିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ସେଟ୍ଟୀ। ଶିଳ୍ପା ସେଟ୍ଟୀ ଗତ କିଛି ଦିନ ହେବେ ଖୁବ୍‌ ଟ୍ରୋଲର୍ସଙ୍କ ଶିକାର ହୋଇଥିଲେ । କିନ୍ତୁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ତାଙ୍କ ଜୀବନ ସହ ଜଡିତ ଅନେକ କଥା ସେୟାର…

ବିହାରର ଏହି ସ୍ଥାନରେ ରହିଛି ସୁନାର ଭଣ୍ଡାର, ଯଦି ଏହାର କବାଟ ଖୋଲିଯାଏ ଦୁନିଆକୁ ପଛରେ ପକାଇଦବ ଭାରତ

ଭାରତ ତା’ର ଐତିହ, ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା । ଏହା ବ୍ୟତୀତ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯାହା ବୈଜ୍ଞାନିକ ମାନେ ଆଜି ମଧ୍ୟ ସମାଧାନ କରିପାରିନାହିଁନ୍ତି। ଏଥି ମଧ୍ୟରେ ବିହାରରେ ଅବସ୍ଥିତ ଏକ ସୁନାର ଭଣ୍ଡାର ଅନ୍ତର୍ଭୁକ୍ତ। ଯେଉଁଠାରେ ଏକ ରହସ୍ୟମୟ କବାଟ…

ଅଣ୍ଡା ଭାଙ୍ଗିବା ବେଳେ ଯଦି ଦେଖାଯାଏ ଏମିତି ରଙ୍ଗ: ତେବେ ହୋଇଯାନ୍ତୁ ସାବଧାନ, ଲୁଚିଥିବା ଭୂତାଣୁ ଆଣିପାରେ ସମସ୍ୟା

ସ୍ୱାଦିଷ୍ଟ ତଥା ପ୍ରୋଟିନରେ ଭରପୁର ରହିଛି ଅଣ୍ଡା । ହେଲେ ଏହାକୁ ଖାଇବା ବେଳେ ଯଦି କିଛି ଜିନିଷ ଉପରେ ଆପଣ ନଜର ନ ରଖନ୍ତି ତେବେ ଏହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିପାରେ । ବୈଜ୍ଞାନିକମାନଙ୍କ କହିବା ମୁତାବକ କିଛି ଅଣ୍ଡାରେ ଏମିତି ଭୂତାଣୁ ଲୁଚି ରହିଛି, ଯାହାକି ଆପଣଙ୍କୁ ଗମ୍ଭୀର…

ଲଞ୍ଚ ହେଲା Pixel 6 ଓ Pixel 6 Pro ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଗୁଗୁଲ ଆଜି ଏହାର ଇଭେଣ୍ଟରେ Pixel 6 ଏବଂ ଗୁଗୁଲ Google Pixel 6 Pro ସ୍ମାର୍ଟଫୋନ୍ ଲଞ୍ଚ କରିଛି। Pixel 6 ରେ ସିରିଜ୍ ରେ Google ଦ୍ୱାରା ତିଆରି ହୋଇଥିବା tensor ଚିପସେଟକୁ ଦିଆଯାଇଛି । ଗୁଗୁଲ କହିଛି ଯେ ଟେନସର AI କାର୍ଯ୍ୟକାରିତାକୁ ଉନ୍ନତ କରିବ। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍…

ଆଜି ଭାରତୀୟ ବଜାରରେ କେତେ ରହିଛି ସୁନା ଓ ରୁପା ଦର, ଏଠାରେ ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୭,୦୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦର

ପୁଣି ବଢିଲା ତୈଳ ଦର। ଦୁଇ ଦିନ ଦର ସ୍ଥିର ରହିବା ପରେ ଆଜି ଉଭୟ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୭ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ଦର ରହିଛି ୧୦୩ ଟଙ୍କା ୫୦ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…