Below header

ଅଣାୟତ୍ତ ହେଉଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ଏହାର ମୂଲ୍ୟ

ସର୍ବକାଳୀନ ରେକର୍ଡ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର । ଦେଶରେ ତୈଳ ଦର ସର୍ବକାଳୀନ ରେକର୍ଡ କରିଚାଲିଛି । ଏପରିକି ୫ ସପ୍ତାହ ମଧ୍ୟରେ ଡିଜେଲ ଦରରେ ଲଗାମ ଲାଗୁନି । ଆଜି ମଧ୍ୟ ଉଭୟ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୧୯ ପଇସା ଥିବା ବେଳେ ଡିଜେଲ ଦର ରହିଛି…

କଟକ: ନିମ୍ନମାନର ଖାଦ୍ୟକୁ ନେଇ ସିଏମସି ଫୁଡ଼ ସେଫଟି ଶାଖାର ଚଢ଼ଉ

କଟକ (କେନ୍ୟୁଜ): ନିମ୍ନମାନର ଖାଦ୍ୟକୁ ନେଇ କଟକ ମହାନଗର ନିଗମର ଧରପଗଡ଼। ସିଏମସି ଫୁଡ଼ ସେଫଟି ଶାଖାର ଚଢ଼ାଉ। SCB ମେଡ଼ିକାଲ ରୋଡ଼ ଭେଣ୍ଡିଙ୍ଗ ଯୋନରେ ଥିବା ବିଭିନ୍ନ ହୋଟେଲରେ ଆଜି ଚଢ଼ାଉ କରିଛି ସ୍କ୍ଵାଡ। ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ହୋଇଛି ଏହି ଚଢ଼ାଉ। ଏକ କ୍ୱିଣ୍ଟାଲରୁ…

ସ୍ଲିମ୍ ହେବାକୁ ଯାଇ ଭୁଲରେ ବି ଛାଡନ୍ତୁ ନାହିଁ ଭାତ, ଏହା ଶରୀରକୁ ଦେଇଥାଏ ଚମତ୍କାରୀ ଫାଇଦା

ଓଜନ କମ୍ କରିବାକୁ ଯାଇ ଅନେକ ଏପରି ରହିଛନ୍ତି ଯେଉଁ ମାନେ ନିଜ ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଇବା ପିଇବାରେ ଅନେକ ପରିବର୍ତ୍ତନ କରିଥାନ୍ତି । ତେବେ ଓଜନ କମ୍ କରିବା ପାଇଁ ପ୍ରଥମେ ଭାତ ଖାଇବା ଛାଡ଼ି ଦେଇଥାନ୍ତି । ଲୋକମାନଙ୍କୁ ସାଧାରଣତଃ ଏହା ଲାଗେ ଯେ, ସେମାନେ ଭାତ ଖାଇବା ଛାଡ଼ିଦେଲେ ଓଜନ…

ମୟୂରଭଞ୍ଜରେ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ୬ ଲକ୍ଷ ପରିବାର ହେବେ ଉପକୃତ

ବାରିପଦା (କେନ୍ୟୁଜ): ସ୍ମାର୍ଟସେବାରେ ଯୋଡିହେଲା ମୟୂରଭଞ୍ଜ। ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ପୁରୀ ଦେବଗଡ଼ ପରେ ଏବେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ ସ୍ୱାସ୍ଥ୍ୟସେବା। ବାରିପଦା ସହୀଦ୍‌ ସ୍ମୃତି ଭବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର…

୭୦ ବର୍ଷ ହେବ ଏହି ସହରରେ କାହାର ହୋଇନି ମୃତ୍ୟୁ, ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ

ଭାରତ ସହିତ ବିଶ୍ବରେ ବହୁ ଅଦ୍ଭୁତ ସ୍ଥାନ ଅଛି, ଯାହା ବିଷୟରେ ଜାଣିବା ପରେ ଲୋକ ମାନେ ବିଶ୍ବାସ କରିପାରନ୍ତି ନାହିଁ । ସେହିପରି ଏଭଳି ଏକ ସ୍ଥାନ ରହିଛି ଯାହା ବିଷୟରେ ଜାଣିଲେ ଆପଣବି ଚକିତ ହୋଇଯିବେ। ତେବେ ଆଜି ଆସନ୍ତୁ ଜାଣିବା ଏହି ଅଦ୍ଭୁତ ସ୍ଥାନ ବିଷୟରେ । ଯେଉଁଠାରେ ୭୦ ବର୍ଷ ହେବ…

Whatsappରେ ଏଣ୍ଟ୍ରି କଲା ଜବରଦସ୍ତ ଫିଚର, ବଦଳିବ ଗ୍ରୁପ କଲିଂର ଅନ୍ଦାଜ

Whatsapp ଏହାର ୟୁଜର୍ସ ମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନୂତନ ଫିଚର୍ସ ଆଣିଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ କମ୍ପାନୀ Whatsapp ଗ୍ରୁପ୍ ପାଇଁ ଏକ ଭଲ ଫିଚର୍ସ ଲଞ୍ଚ କରିଛି। ଏହି ଫିଚର୍ସ ସାହାଯ୍ୟରେ, ୟୁଜର୍ସ ମାନେ ନିଜେ ଗ୍ରୁପ୍ ଭିତରୁ ଭଏସ୍-ଭିଡିଓ କଲ୍ କରିବାକୁ ସମର୍ଥ ହେବେ…

ଫେଷ୍ଟିଭାଲ ଅଫର: ବଜାରକୁ ଆସିଲା ସବୁଠୁ ଶସ୍ତା ଓ ମାଇଲେଜ ବାଲା ସେଭେନ୍ ସିଟ୍ ର କାର୍

ଯଦି ଆପଣଙ୍କ ପାଖରେ ବଜେଟ୍ କମ ଅଛି ଓ ଏହି ପାର୍ବଣ ଋତୁରେ ଏକ ବଡ଼ କାର କିଣିବାକୁ ଚିନ୍ତା କରୁଛନ୍ତି ତେବେ ବଜାରରେ ଆପଣଙ୍କ ପାଇଁ ସୀମିତ ବିକଳ୍ପ ଅଛି । କାରଣ ବଜାରରେ ୫ଟି ସିଟ୍ କାର ବହୁତ ଉପଲବ୍ଧ ରହିଛି , କିନ୍ତୁ ସାତଟି ସିଟ୍ ଥିବା କାର ବହୁତ କମ୍ ମିଳେ। କିନ୍ତୁ ଆଜି ଆମେ ଆପଣଙ୍କୁ ୭…

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ, ପ୍ରଥମେ ରାଜ୍ୟସ୍ତରରେ ପରେ ଜିଲ୍ଲା ସ୍ତରରେ

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍‌ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ଏଥିସହିତ ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି…

ପୁଣି ଥରେ ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ,ବିମାନ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ପୁଣି ସବୁ ବନ୍ଦ। ବିମାନ ବନ୍ଦର ,ସ୍କୁଲ ,ପର୍ଯ୍ୟଟନ ସ୍ଥଳ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ…

ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଆଜିର ପେଟ୍ରୋଲ ଏବଂ ଡିଜେଲ ଦାମ

ଆଜି ମଧ୍ୟ ଉଭୟ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୬.୫୪ ପଇସା ଥିବା ବେଳେ ଡିଜେଲ ଦର ରହିଛି ୧୦୨ ୯୩  ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୫୪…

ମଧ୍ୟପ୍ରଦେଶରରେ ବଡ ଧରଣର ଦୁର୍ଘଟଣା : ମାଟି ଭିତରକୁ ଧସେଇ ପଶିଗଲା ବିମାନ, ପାଇଲଟ ସୁରକ୍ଷିତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଭୀଣ୍ଡ ଅଞ୍ଚଳରେ ଏକ ଭାରତୀୟ ବାୟୁସେନା (IAF) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି, କିନ୍ତୁ ଏହି ବଡ ଧରଣର ଦୁର୍ଘଟଣାରେ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ମାଟି…

ନଖର ରଙ୍ଗ ପରିବର୍ତ୍ତନରୁ ଜାଣିପାରିବେ ଆପଣଙ୍କୁ କେଉଁ ରୋଗ ହୋଇଛି

ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ ହାତରେ ଥିବା ନଖଗୁଡ଼ିକ ସୁନ୍ଦର ଦେଖାଯାଉ, କିନ୍ତୁ ବେଳେବେଳେ ନଖର ରଙ୍ଗ ଏବଂ ଆକୃତି ବଦଳିଯାଏ । ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ବିଶେଷଜ୍ଞଙ୍କ ଅନୁଯାୟୀ, ନଖର ରଙ୍ଗ ପ୍ରାୟତଃ ପ୍ରମୁଖ ରୋଗ ବିଷୟରେ ସୂଚନା ଦେଇଥାଏ ।…