ଧୀରେ ଧୀରେ ପଥର ପାଲଟି ଯାଉଛି ୧୦ ବର୍ଷର ଶିଶୁ !

୧୦ ବର୍ଷର ବାଳକ । ଯେଉଁ ବୟସରେ ପିଲାଟି ଖେଳ ବୁଲ କରିବା କଥା ସେହି ସମୟରେ ଈଶ୍ୱର ତା ପାଇଁ ନିଷ୍ଠୁର ହୋଇଯାଇଛନ୍ତି । କୋଲାରେଡୋ ରହୁଥିବା ଏହି ବାଳକ ଦେହରେ ଦେଖିବାକୁ ମିଳିଛି ଏକ ବିରଳ ରୋଗ । ଯେଉଁଥିରେ ପିଲାଟିର ଚର୍ମ ଗୁଡିକ ଟାଣ ହେବା ସହିତ ଶରୀର ଧୀରେ ଧୀରେ ପଥରରେ ପରିଣତ ହୋଇଯାଉଛି ।…

୮ ହଜାରରୁ କମ୍ ଦାମ୍ ରେ Samsung ଲଞ୍ଚ କଲା ଏହି ସ୍ମାର୍ଟଫୋନ

ସାମସଙ୍ଗ ଏହାର ଅତି ଶସ୍ତା ଫୋନ୍ Samsung Galaxy A03 Core ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ମୂଲ୍ୟ ୮୦୦୦ ଟଙ୍କାରୁ ବି କମ୍ । ଏଥିରେ 6.5 ଇଞ୍ଚର ଇନଫିନିଟି ଭି ଡିସପ୍ଲେ, ପାୱାର ଫୁଲ ଅକ୍ଟା-କୋର୍ ପ୍ରୋସେସର୍ ଏବଂ 5000mAh ଏକ ବ୍ୟାଟେରୀ ପରି ଫିଚର ରହିଛି ।ତେବେ…

କାହିଁକି ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ? ଜାଣନ୍ତୁ ଏହାର ପୌରାଣିକ କାହାଣୀ

ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ସବୁ ଦିଗରୁ ଅସୁବିଧାରେ ପଡିଥାଏ । କିମ୍ବା ସେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କୌଣସି ଉପାୟ ଖୋଜି ପାରେ ନାହିଁ, ସେହି ସମୟରେ ସେ ପଞ୍ଚମୁଖୀ ହନୁମାନଙ୍କ ଆଶ୍ରୟ ନେଇଥାଏ। ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଗ୍ରହ…

ମୁହଁରେ ଲଗାନ୍ତୁ ଗାଜର ଫେସ୍ ପ୍ୟାକ୍, ଚେହେରାର ଚମକ ହେବ ଦୁଇଗୁଣା

ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି । ଯେଉଁଥି ପାଇଁ ତ୍ୱଚାର ଚମକ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତ୍ୱଚାରେ ଚମକ ଆଣିବା ପାଇଁ ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର ପ୍ରଭାବ ବହୁ କମ ଦିନ ପାଇଁ ପଡିଥାଏ । ଏହାର ବ୍ୟବହାର ବନ୍ଦ…

ମାତ୍ର ୧୦୦ ଟଙ୍କାରେ ପୋଷ୍ଟ ଅଫିସ୍‌ରେ ଖୋଲନ୍ତୁ ଏହି ଖାତା, ମିଳିବ ବମ୍ପର ଅଫର

ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିବେଶ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି । କମ୍ ଅର୍ଥ ନିବେଶ କରି ଅଧିକ ପରିମାଣର ଅର୍ଥ ପାଇବାକୁ ସମସ୍ତେ ଚାହୁଁଛନ୍ତି । ଆପଣମାନଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି ପୋଷ୍ଟ ଅଫିସ । ପୋଷ୍ଟ ଅଫିସରେ ଆପଣ ସର୍ବନିମ୍ନ…

ଭାରତ-ପାକ୍‌ ସୀମାରେ ପାକିସ୍ତାନୀ ମହିଳା ଜନ୍ମଦେଲେ ସନ୍ତାନ, ନାଁ ରଖିଲେ “ବର୍ଡର୍”

ନୂଆଦିଲ୍ଲୀ : ପାକିସ୍ତାନକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମାରେ ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। ଖାସ୍ କଥା ହେଉଛି ଉକ୍ତ ମହିଳା ଜଣକ ଅଟ୍ଟାରୀ ସୀମାରେ ସନ୍ତାନ ଜନ୍ମ କରିବା ପରେ ସେ ନିଜ ସନ୍ତାନର ନାଁ “ବର୍ଡର୍” ରଖିଛନ୍ତି । ତେବେ ଶିଶୁ ଜନ୍ମକୁ…

ଅଭିଶପ୍ତ ଗାଁ: ଯେଉଁଠାରେ ବୟସ ବଢିବା ପରେ ବଦଳିଯାଏ ଝିଅ ମାନଙ୍କ ଲିଙ୍ଗ

ପୁଅ କିମ୍ବା ଝିଅ ହେବା ଈଶ୍ୱରଙ୍କର ଏକ ଉପହାର। ଜନ୍ମ ପୂର୍ବରୁ ଆମ ଲିଙ୍ଗ ନିର୍ଣ୍ଣୟ ହୋଇଯାଏ। କିନ୍ତୁ ବର୍ତ୍ତମାନ ଯୁଗରେ ମଣିଷ ଏତେ ଅଗ୍ରଗତି କରିଛି ଯେ ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରାଯାଇ ପାରୁଛି । ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଅସ୍ତ୍ରୋପଚାର ମାଧ୍ୟମରେ…

OnePlus Nord 2 ର ଦମଦାର ଅଫର : ମାତ୍ର ୧୧ ହଜାର ଟଙ୍କା ଦେଇ କିଣି ନିଅନ୍ତୁ ଏହି ସ୍ମାର୍ଟ ଫୋନ୍

Oneplus ଫୋନ୍ ଏହାର ଦମଦାର କ୍ୟାମେରା ଏବଂ ଫିଚର ପାଇଁ ଲୋକପ୍ରିୟ । କିନ୍ତୁ ଅଧିକ ମୂଲ୍ୟ ହେତୁ ଅନେକ ଲୋକ ଏହାକୁ କିଣିବାକୁ ସକ୍ଷମ ନୁହଁନ୍ତି । ଯଦି ଆପଣ ୱାନପ୍ଲସ୍ ସ୍ମାର୍ଟଫୋନ୍ ପ୍ରେମୀ ତେବେ ଏହାକୁ କିଣିବା ପାଇଁ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି । ବାସ୍ତବରେ, ଏକ ବମ୍ପର…

ରାଜ୍ୟରେ କମିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍‌ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୫୮ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୫୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ…

ସୁନା କିଣିବାକୁ ଚାହୁଁଛନ୍ତି, ଏଠାରେ ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ୍‌ ପ୍ରତି ଦାମ୍‌

ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍‌। ସୁନା ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୫୪୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି…

ସଂକଟରୁ ମୁକ୍ତି ପାଇବା ପାଇଁ ସୋମବାର ଦିନ କରନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କିଛି ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ। ସେହିପରି ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ, ସୋମବାର କିଛି ସରଳ ପଦକ୍ଷେପ ଗ୍ରହଣ କରି ଶିବଙ୍କର ଅସୀମ କୃପା ପାଇପାରିବେ। ବିଶ୍ୱାସ କରାଯାଏ ଯେ ଏହି…

ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଆସିଥାଏ କ୍ରୋଧ, ଜାଣନ୍ତୁ ଏହାର କାରଣ

କ୍ରୋଧ ହେବାର ଅନେକ କାରଣ ଥାଇପାରେ। ଆର୍ଥିକ ପ୍ରତିବନ୍ଧକ, କାରବାରରେ ଠକେଇ, ପାରିବାରିକ ବିବାଦ, ଜମି ବିବାଦ, ଅଫିସରେ କାର୍ଯ୍ୟ ଚାପ, ଟେନସନ ଭଳି ଅନେକ କାରଣ ଅଛି। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ତଥାପି, ଆଜି ଆମେ କିଛି ଖାଦ୍ୟ ବିଷୟରେ ସୂଚନା…