Below header

କିସ୍ତି ଦେଇନପାରିବାରୁ ପେଟ୍ରୋଲ ଢାଳି ନିଜ କାର୍ କୁ ପୋଡିଦେଲେ ମାଲିକ, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କାର ମାଲିକ ପେଟ୍ରୋଲ ଢାଳି ନିଜ କାରରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାଟି ବର୍ତ୍ତମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଫାଇନାନ୍ସ କମ୍ପାନୀର କିଛି…

ପୁଣି ବଢ଼ିଲା ସୁନା ଦାମ୍, ଜାଣନ୍ତୁ ଆଜିର ତାଜା ଅପଡେଟ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୨୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୩୫୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…

ବଢ଼ିଲା ପେଟ୍ରୋଲ ଓ ଡିଜେଲ, ଭୁବନେଶ୍ୱରରେ ତୈଳ ଦର କେତେ ଅଛି ଜାଣନ୍ତୁ

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୬୮ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୪୯ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

ଦିଲ୍ଲୀରେ NSA ଅନ୍ତରାଷ୍ଟ୍ରୀୟ ବୈଠକ : ୭ଟି ଦେଶ ଆଫଗାନିସ୍ତାନ ସ୍ଥିତି ଉପରେ କରିଛି ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀରେ NSA ବୈଠକ । ଆଫଗାନିସ୍ତାନ ଉପରେ ଭାରତ ସମେତ ୭ ଟି ଦେଶର NSA ସ୍ତରୀୟ ବୈଠକ ହୋଇଛି। ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ବୈଠକରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଆଲୋଚନା ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଭାରତ ସମେତ ୭…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍‌ଫର୍ମର ସନ୍ଦେହ କରି ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଉମେଶ ମରକମ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର ଟେଟମ୍‌ ଗାଁରେ ଏହି ଘଟଣା…

କରୋନା ଭାକସିନ୍‌ ନେବା ପରେ ବଦଳିଗଲା ଭାଗ୍ୟ , ୭ କୋଟି ଟଙ୍କାର ମାଲିକାଣୀ ହେଲେ ମହିଳା

ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକମାନଙ୍କୁ ଟିକା ନେବା ପାଇଁ ଅନେକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଏବଂ ଦେଶ ନିଜର ନାଗରିକଙ୍କୁ ସଚେତନ କରିବା ଓ କରୋନା ଟିକା ନେବାପାଇଁ ଉତ୍ସାହିତ କରିବା ପାଇଁ ନୂଆ ନୂଆ ଅଫର ସବୁ ପ୍ରଦାନ କରୁଛନ୍ତି । କିନ୍ତୁ ଏହି କ୍ରମରେ ଜଣେ ମହିଳା ଟୀକା…

ଗୁଗୁଲ୍ କ୍ରୋମ୍ ୟୁଜର୍ସଙ୍କ ପାଇଁ ଚେତାବନୀ ! ଲିକ୍ ହୋଇପାରେ ଆପଣଙ୍କ ଡାଟା, ତୁରନ୍ତ ଫୋନରୁ କରନ୍ତୁ ଡିଲିଟ୍

ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଏହି ବ୍ରାଉଜରରୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରେ। Forbes ର ଏକ ରିପୋର୍ଟ ଅନୁଯାୟୀ, ପ୍ରାଇଭେସି ଏବଂ ଡାଟା ଲିକ୍ ଯୋଗୁଁ ଯଥାଶୀଘ୍ର କ୍ରୋମ ବ୍ରାଉଜରକୁ…

ଲମ୍ବା ଲାଞ୍ଜ ଥାଇ ଜନ୍ମ ହେଲା ଶିଶୁ , ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ମେଡିକାଲ ସାଇନ୍ସ ଦ୍ୱାରା ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ଗୁଡିକ ସାମ୍ନାକୁ ଆସୁଛି, କାରଣ ଏହି ସବୁ ଘଟଣାକୁ ଦେଖି ବେଳେବେଳେ ବଡ ବଡ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଏମିତି ଏକ ଘଟଣା ବ୍ରାଜିଲରୁ ଆସିଛି ଯେଉଁଠାରେ ଲାଞ୍ଜ ସହିତ ଏକ ଶିଶୁ ଜନ୍ମ ହୋଇଛି। କେବଳ ଏତିକି…

ବିବାହ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଏଥର ରହିଛି ମାତ୍ର ୧୩ ଟି ଶୁଭ ମୁହୂର୍ତ୍ତ: ନଭେମ୍ବର ୧୪ ରୁ ହେବ ଆରମ୍ଭ

ଆଷାଢ଼ ମାସ ଦେବଶୟନି ଏକାଦଶୀ ଦିନ ଭଗବାନ ବିଷ୍ଣୁ ପାତାଳ ଲୋକରେ ବିଶ୍ରାମ ନେଇଥାନ୍ତି। ଏବଂ ଏହି ଦିନ ଠାରୁ ଚତୁଃମାସି ଆରମ୍ଭ ହୋଇଥାଏ । ଏହି ଚତୁର୍ମାସ ବେଳେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ଯେପରି କି ବିବାହ, ଘର ପ୍ରତିଷ୍ଠା , ବ୍ରତ ଘର ଆଦି କାର୍ଯ୍ୟ ହୁଏନାହିଁ। ଚାରି ମାସ…

ଆପଣଙ୍କ ଜନ୍ମଦିନ କ’ଣ ନଭେମ୍ବର ୧୦ ତାରିଖ କି ? ତେବେ ଜାଣନ୍ତୁ ଆପଣଙ୍କ ସ୍ଵଭାଵ କିପରି

ଜନ୍ମଦିନର ଶୁଭେଚ୍ଛା ସହିତ ଆମର ଏହି ବିଶେଷ ଉପସ୍ଥାପନାକୁ ସ୍ୱାଗତ । ଯେଉଁମାନଙ୍କର ଜନ୍ମଦିନ ଆଜି ୧୦ ତାରିଖରେ ସେମାନଙ୍କ ପାଇଁ ଏଠାରେ ବିଶେଷ ସୂଚନା ଦିଆଯାଇଛି । ୧୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ସଂଖ୍ୟା ୧ ରହିବ । ତେବେ ଆସନ୍ତୁ ଜାଣିବା ଏହି ଦିନ ଜନ୍ମ ହୋଇଥିବା…

ପୁଣି ବଢ଼ିଲା ସୁନା ଦାମ୍‌, ରୁପା କିଲୋପ୍ରତି ୪୦୦ ଟଙ୍କା ମହଙ୍ଗା

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୧୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮,୨୨୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…

ଏଠାରେ ଯାଞ୍ଚ କରନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ପେଟ୍ରୋଲ-ଡିଜେଲ ମୂଲ୍ୟ

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୬୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ ଟଙ୍କା ୪୩ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…