Below header

ଆଜି ଭାରତୀୟ ବଜାରରେ କେତେ ରହିଛି ସୁନା ଓ ରୁପା ଦର, ଏଠାରେ ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୭,୦୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦର

ପୁଣି ବଢିଲା ତୈଳ ଦର। ଦୁଇ ଦିନ ଦର ସ୍ଥିର ରହିବା ପରେ ଆଜି ଉଭୟ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୭ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ଦର ରହିଛି ୧୦୩ ଟଙ୍କା ୫୦ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା; ଜାଣନ୍ତୁ ଏହାସହ ଜଡିତ ଇତିହାସ ଓ ପରମ୍ପରା

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ। ଏହାକୁ କୁମାରୋତ୍ସବ ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ। ଏହି…

ସୁଗାର ଲେବଲ୍ କୁ ନିୟନ୍ତ୍ରଣ କରିଥାଏ ବାଇଗଣ, ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ, ପରିବେଶ ଯେଉଁ ଭଳି ଅଛି ଖରାପ ଖାଦ୍ୟ ପାନୀୟରେ ଅନିୟମିତ ହେତୁ ଲୋକଙ୍କ ଶରୀର ରୋଗର ସୃଷ୍ଟି ହେଉଛି । ସବୁ ରୋଗ ଠାରୁ ଗୋଟିଏ ରୋଗ ହେଉଛି ମଧୁମେହ। ମଧୁମେହ ରୋଗ ହେଉଛି ଏକ ମେଟାବୋଲିକ୍ ଯେଉଁଥିରେ ଅଗ୍ନାଶୟ ହର୍ମୋନ୍ ଇନସୁଲିନ୍‌ ଉତ୍ପାଦନକୁ ହ୍ରାସ କରିଥାଏ ।ଶରୀରରେ ଇନସୁଲିନର…

ପୁଣି ଥରେ ‘ରାମ’ ସାଜିବେ ଅରୁଣ ଗୋଭିଲ୍‌ , ଅକ୍ଷୟ କୁମାରଙ୍କ ଫିଲ୍ମରେ ନଜର ଆସିବେ

୩୪ ବର୍ଷ ପୂର୍ବେ ରାମାନନ୍ଦ ସାଗରଙ୍କର ରାମାୟଣରେ ଭଗବାନ ରାମଙ୍କର ଭୂମିକାରେ ନଜର ଆସି ଘରେ ଘରେ ଲୋକପ୍ରିୟ ହୋଇ ପାରିଥିବା ଅଭିନେତା ଅରୁଣ ଗୋଭିଲ୍‌ ପୁଣି ଥରେ ସେହି ଭୂମିକାରେ ନଜର ଆସିବେ। ହେଲେ ଏହି ଥର ସେ ଟିଭିରେ ନୁହେଁ ବଡ଼ ପରଦାରେ ‘ରାମ’ ସାଜିବେ। ଏହି ଖବର ମିଳିବା ପରେ ଦର୍ଶକଙ୍କ…

ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ କି ବେଶ ହୁଅନ୍ତି ଜଗନ୍ନାଥ

ଆଶ୍ଵିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଶନିବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଧାଦାମୋଦର ବେଶ :…

ଲଞ୍ଚ୍‌ ହେଲା OnePlus Watch Harry Potter ଲିମିଟେଡ଼ ଏଡିସନ, ଦାମ୍ ରହିଛି ୧୭ ହଜାରରୁ ବି କମ୍

OnePlus Watch Harry Potter ଲିମିଟେଡ଼ ଏଡିସନ ଭାରତରେ ଲଞ୍ଚ ହୋଇଛି । OnePlus ୱାଚ୍ ରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇଛି । ଏହା ସହିତ, ସ୍ମାର୍ଟ ୱାଚ୍ ରେ ୧୧୦ ଟି ଗେମ ମୋଡ୍ ର ସପୋର୍ଟ ରହିଛି । ଏଥିସହିତ OnePlus Watch ର ଲିମିଟେଡ ଏଡିସନରେ ମାନସିକ ଚିନ୍ତାରୁ ଆରମ୍ଭ କରି…

ଏନଆରଆଇଙ୍କ ଖାତାରୁ ଟଙ୍କା ବାହାର କରି ଗିରଫ ହେଲେ ୩ HDFC ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ତିନିଜଣ HDFC ବ୍ୟାଙ୍କ କର୍ମଚାରୀ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି ଯେ ବହୁ ଉଚ୍ଚ ମୂଲ୍ୟର NRI ଆକାଉଣ୍ଟରୁ ଅନାଧିକୃତ ପ୍ରତ୍ୟାହାର କରିବାକୁ ଚେଷ୍ଟା କରି ତିନିଜଣ HDFC ବ୍ୟାଙ୍କ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍ ବେଳେ ମିଳିଲା ୧୪୪୦ ଗ୍ରାମର ସୁନା ଗହଣା, ବ୍ୟାଜାପ୍ତି ହେବ ସମ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ): ୨୩ଘଣ୍ଟାର ମାରାଥନ୍‌ ରେଡ୍‌। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରୀଙ୍କ ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ସରିଛି ଭିଜିଲାନ୍ସ ରେଡ୍‌। ପ୍ରଦୀପଙ୍କ ଘରୁ ପୂର୍ବରୁ ମିଳିଥିବା ସମ୍ପତ୍ତି ସହ ଆଉ ୧ କିଲୋ ୪୪୦ଗ୍ରାମର ସୁନା ଜବତ ହୋଇଛି। ୨୪ଲକ୍ଷ ୨୫ହଜାର ଟଙ୍କାର ଏକ ହାର…

ଆଜି କୋଟିଏ ଛୁଇଁବ କରୋନା ଟିକାକରଣ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ) : ଆଜି ରାଜ୍ୟରେ ୧ କୋଟି ଛୁଇଁବ ଡବଲ ଡୋଜ୍‌ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି। ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଉଭୟ ଡୋଜ୍‌ ୯୯ ଲକ୍ଷ…

ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ: ବିଭିନ୍ନ ଷ୍ଟେସନରେ ଅଟକି ରହିଛି ରେଳ

ନୂଆଦିଲ୍ଲୀ : ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ରେଳ ରୋକ। ଲଖିମପୁର ଖେରି ହିଂସାରେ ୪ ଜଣ କୃଷକଙ୍କ ସହ ୮ଜଣଙ୍କୁ ଗାଡ଼ି ମଡ଼ାଇ ହତ୍ୟା ମାମଲା ମୋର୍ଚ୍ଚା କରିଛି ରେଳ ରୋକ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ସକାଳ ୧୦ଟାରୁ ଦିନ ୪ଟା ପର୍ଯ୍ୟନ୍ତ ରେଳ ରୋକୋ କରିଛି କିଷାନ…

ଶିକ୍ଷୟିତ୍ରୀ ନିଖୋଜ ମାମଲା : ପୋଲିସ ବାରାକ୍‌ରୁ ଚମ୍ପଟ ମାରିଲେ ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ

ବଲାଙ୍ଗୀର (କେନ୍ୟୁଜ): ପୋଲିସ ବାରାକ୍‌ରୁ ଅଭିଯୁକ୍ତ ଚମ୍ପଟ। ବ୍ୟାପକ ସୁରକ୍ଷା ସତ୍ତ୍ୱେ ଚମ୍ପଟ ମାରିଲେ ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ। ଟିଟିଲାଗଡ଼ ପୋଲିସ ଥାନା ବ୍ୟାରେକରୁ ଫେରାର ହେଲାଥିଲା ଅଭିଯୁକ୍ତ। ବଲାଙ୍ଗିର ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ…