Below header

ଗଣପତିଙ୍କ ବାହନ କେମିତି ହେଲା ମୂଷା, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ସମସ୍ତେ ଜାଣନ୍ତି ଯେ ଭଗବାନ ଗଣେଶଙ୍କ ବାହନ ମୂଷା। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ସେହି ମଧ୍ୟରୁ ଆଜି ଆମେ ଆପଣଙ୍କୁ ଦୁଇଟି କାହାଣୀ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ…

DRDO ତଥ୍ୟ ଲିକ୍‌ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ପହଞ୍ଚିଲା ମାମଲା

ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର DRDO ତଥ୍ୟ ଲିକ୍‌ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ଦାୟର ମାମଲାର ଶୁଣାଣି ହୋଇଛି। ପ୍ରତିପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ…

ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ନବାବୀ ପନୀର

ଆପଣ ନିଶ୍ଚିତ ରୂପେ ପନୀରରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇଥିବେ । ବିବାହ ଭୋଜି ମାନଙ୍କରେ ଏବେ ପନୀର ଖୁବ ସାଧାରଣ ଡ଼ିସ ହୋଇଗଲାଣି । କିନ୍ତୁ କେବେ ପନୀରରେ ପ୍ରସ୍ତୁତ ହୋଇଥିବା ନବାଵୀ ପନିର ଖାଇଛନ୍ତି କିମ୍ବା ଚାଖିଛନ୍ତିକି । ଯଦି ନାଁ ତେବେ ଆସନ୍ତୁ ଆଜି…

ପୁରୀ: ବ୍ରହ୍ମଗିରି ନାଥପୁର ବୋମାମାଡ଼ ଘଟଣା; ଆଉ ୫ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମଗିରି(କେନ୍ୟୁଜ୍): ପୁରୀ ଜିଲ୍ଲା ସାତପଡ଼ା ନାଥପୁର ବୋମାମାଡ଼ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରାଯାଇଛି। ୩୫ ମୌଜାର ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ବୋମାମାଡ଼ ଘଟଣାରେ ଗତକାଲି ଜଣେ ପଛୁଆବର୍ଗଙ୍କ ସହ ୩୫ ମୌଜାର…

ରେଳ ବିଭାଗରେ ଖାଲି ପଡ଼ିଛି ୧୬୦୦ରୁ ଅଧିକ ପଦବୀ, ଦଶମ ପାସ୍ ପ୍ରାର୍ଥୀ କରନ୍ତୁ ଆବେଦନ

ଭାରତୀୟ ରେଳ ନିଯୁକ୍ତି ସେଲ୍ (ଆରଆରସି) ଏକ ବିଜ୍ଞପ୍ତି ଘୋଷଣା କରିଛି ଯେଉଁଥିରେ ୱେଲଡର୍, ୱିଣ୍ଡର, ମେସିନ୍, କାର୍ପେଣ୍ଟର୍, ଇଲେକ୍ଟ୍ରିସିୟାନ, ପେଣ୍ଟର୍, ମେକାନିକ୍ ଏବଂ ୱାୟରମ୍ୟାନ୍ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ମାନେ ଆବେଦନ କରିପାରିବେ। ଉତ୍ତର କେନ୍ଦ୍ରୀୟ ରେଳବାଇ ୧୬୦୦ ରୁ ଅଧିକ…

ଶୀତ ଦିନେ ନିଶ୍ଚୟ ଖାଦ୍ୟରେ ସାମିଲ କରନ୍ତୁ ମେଥି ଶାଗ, ମିଳିବ ଅନେକ ରୋଗରୁ ଉପସମ

ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ, ପ୍ରୋଟିନ୍‌, ଫାଇବର୍‌, ଭିଟାମିନ୍…

ଗୁଗୁଲ ଫୋନରେ ବଡ଼ ସମସ୍ୟା: ଆପେ ଆପେ ଲାଗୁଛି ଫୋନ କଲ୍, ଡ଼ିସପ୍ଲେକୁ ନେଇ ୟୁଜର୍ସ ହେଲେ ଅସନ୍ତୋଷ

ଗୁଗୁଲର ପିକ୍ସେଲ ୬ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ ହେବା ପରଠାରୁ ଏହାର ନୂତନ ଡିଜାଇନ୍ ଏବଂ ଏହାର ସ୍ପେସିଫିକେସନ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲା । କିନ୍ତୁ ବର୍ତ୍ତମାନ ୟୁଜର୍ସ ମାନେ ଏହି ସ୍ମାର୍ଟଫୋନକୁ ନେଇ ଅନେକ ଅଭିଯୋଗ କରୁଛନ୍ତି । ରିପୋର୍ଟ ଅନୁଯାୟୀ,ବର୍ତ୍ତମାନର ସମସ୍ୟାକୁ ନେଇ ଯଦି…

ଭୋପାଳ: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୪ ଶିଶୁ

ନୂଆଦିଲ୍ଲୀ:  ସୋମବାର ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ହମିଦିଆ କ୍ୟାମ୍ପସରେ ଏକ ଅଭାବନୀୟ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ କମଲା ନେହେରୁ ହସ୍ପିଟାଲ ବିଲଡିଂର ଶିଶୁ ବିଭାଗରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ଟି କୋମଳ ଶୁଶୁଙ୍କର ଜୀବନ ଯାଇଛି। SNCU…

ଅପହରଣ କରିଥିବା ୫ ଗ୍ରାମବାସୀଙ୍କୁ ମୁକ୍ତ କଲେ ମାଓବାଦୀ

ମାଲକାନଗିରି (କେନ୍ୟୁଜ): ଅପହୃତ ୫ ଗ୍ରାମବାସୀଙ୍କୁ ମୁକ୍ତ କଲେ ମାଓବାଦୀ । ଏମାନଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଅପହରଣ କରିନେଇଥିଲେ। ଗତକାଲି ବୋଟର ଗାଁର ୫ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ ଦରଭା ଡିଭିଜନ ମାଓ ସଙ୍ଗଠନ। ଆଦିବାସୀ ସମାଜ ଅପିଲ ପରେ ଗ୍ରାମବାସୀଙ୍କୁ…

ରାଜସ୍ଥାନରେ ରହିଛି ଶାଶୁ ବୋହୂ ମନ୍ଦିର, ଜଡ଼ିତ ଅଛି ଅନେକ ରୋଚକ କାହାଣୀ

ଭାରତ ଏକ ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତରେ ମନ୍ଦିରକୁ ନେଇ ଅନେକ କଥା ଶୁଣାଯାଏ। କେମିତି ମନ୍ଦିର ସ୍ଥାପନ କରାଯାଇଥିଲା, କିଏ ମନ୍ଦିର ନିର୍ମାଣ କରିଥିଲେ ତାକୁ ନେଇ ଅନେକ କାହାଣୀ ଥାଏ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ…

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ, ଗିରଫ ହେଲେ ଆଉ ୨ ସଦସ୍ୟ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ । ଗିରଫ ହେଲେ ଗ୍ୟାଙ୍ଗ୍‌ର ଆଉ ଦୁଇ ଜଣ ସଦସ୍ୟ । ଏମାନଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଭାଇରାଲ ଭିଡିଓ ଆଧାରରେ ଗିରଫ କରିଛି ପୋଲିସ । ପୂର୍ବରୁ ଏହି…

PF Account: ଆପଣଙ୍କ ଆକାଉଣ୍ଟରେ ସୁଧ ଆସିଛି କି ନାହିଁ ଜାଣିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ଏକ ସରକାରୀ ସୁରକ୍ଷା ଯୋଜନା ଯାହାକି EPFO ​​(କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ଦ୍ୱାରା ପରିଚାଳିତ ହୁଏ । ଏହି ପାଣ୍ଠିରେ, ଦରମା ପ୍ରାପ୍ତ ବ୍ୟକ୍ତିଙ୍କ ବେତନରୁ PF କଟାଯାଇ ସଞ୍ଚୟ କରାଯାଇଥାଏ, ଯେଉଁଠାରେ…