Below header

ବିଜେଡିରେ ଯୋଗ ଦେଲେ ବାମପନ୍ଥୀ ନେତା ନବ କିଶୋର ମହାନ୍ତି

(କେନ୍ୟୁଜ): ବିଜେଡିର ମିଶ୍ରଣ ପର୍ବ। ଶ୍ରମିକ ସଂଗଠନ ତଥା ବାମପନ୍ଥୀ ନେତା ନବ କିଶୋର ମହାନ୍ତି ବିଜେଡିରେ ଯୋଗ ଦେଇଛନ୍ତି। ଏହା ସହ ୪୨ଟି ଶ୍ରମିକ ସଂଗଠନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ଏଥିରେ ଦଳର…

ଶ୍ରମିକ ଏପରି ନାଚିଲେ ଯେ, ଲୋକମାନେ କହିଲେ ୟେ ମାଇକେଲ ଜାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନଜାଣିଛି । ନିଜର ଡାନ୍ସ ଷ୍ଟାଇଲ ପାଇଁ ସେ ବିଶ୍ୱ ପ୍ରସିଦ୍ଧ । ତାଙ୍କ ମୂନ ୱାକର ତ ସମସ୍ତେ ପାଗଳ , ସେଥିପାଇଁ ଡ୍ୟାନ୍ସଙ୍କୁ ଭଲ ପାଉଥିବା କଳାକାର ମାନେ ମଧ୍ୟ ମୂନ ୱାକ ଶିଖିବା ପାଇଁ ଅଭ୍ୟାସ କରନ୍ତି । ଆଜି ସିନା ମାଇକେଲ ଜାକସନ ନାହାନ୍ତି କିନ୍ତୁ ତାଙ୍କୁ…

ଭୋଜନ ପରେ ନିଦ କାହିଁକି ଆସେ, ଜାଣନ୍ତୁ ଏହାର କାରଣ

ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ। ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଞ୍ଚ ବା…

ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର (କେନ୍ୟୁଜ): ଦିନକୁ ଦିନ ବଢ଼ିବାରେ ଲାଗିଛି ପରିବା ଦର । ଦରଦାମରେ ବେହାଲ ହେବାରେ ଲାଗିଛନ୍ତି ଖାଉଟି । ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଥିବା ବେଳେ ଏବେ ଚିନ୍ତାରେ ପକାଉଛି ପରିବା ଦର । ଆାକାଶ ଛୁଆଁ ହେବାରେ ଲାଗିଲାନି ପରିବା ଦର । ସାରା ରାଜ୍ୟରେ ଆକାଶ ଛୁଆଁ ହୋଇଛି ପରିବା ଦର ।…

LICର ଆଣିଛି ନୂଆ ସ୍କିମ୍: ଥରେ ପ୍ରିମିୟମ ଭରନ୍ତୁ, ସାରା ଜୀବନ ପେନସନ୍ ପାଆନ୍ତୁ

ପେନସନ୍ କଥା ଶୁଣିଲେ ୬୦ ବର୍ଷ ପରେ ମିଳିଥାଏ ବୋଲି ମନକୁ ଆସିଥାଏ । ହେଲେ ଏହି ନିୟମକୁ LIC ବଦଳାଇ ଦେଇଛି । ଏବେ ଆପଣଙ୍କୁ ପେନସନ୍ ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ…

ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ,କରୋନା, ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ କରିବେ…

ନୂଆଦିଲ୍ଲୀ : ୨ ଦିନିଆ ରୋମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କରୋନା ମହାମାରୀ , ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ଏହା ସହ ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ…

ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ଏନେଇ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି । ହାଇକୋର୍ଟରେ…

WhatsApp ବ୍ୟବହାରୀଙ୍କ ପାଇଁ ଖୁସି ଖବର! ପେମେଣ୍ଟ କରି ପାଆନ୍ତୁ ୫୧ ଟଙ୍କା କ୍ୟାଶବ୍ୟାକ୍, ଜାଣନ୍ତୁ କ’ଣ…

Paytm, PhonePe ପରେ ଏବେ WhatsApp ପେମେଣ୍ଟ ମଧ୍ୟ ଭାରତରେ ଚାଲିବା ଆରମ୍ଭ କରିଛି । ଆପଣ WhatsApp ଜରିଆରେ ଅନ୍ୟ କାହାକୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ପରି କାମ କରୁଛି । ଏଥିପାଇଁ ପ୍ରଥମେ ଆପଣଙ୍କୁ WhatsApp ପେ ସେଟଅପ୍ କରିବାକୁ ପଡିବ ଓ ପରେ ପେମେଣ୍ଟ କରିବାକୁ ପଡିବ ।…

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୯୪୦ ଟଙ୍କା ଓ ୪୯,୩୭୦…

ଥମୁନି ତୈଳ ଦର; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କେତେ

କ୍ରମାଗତ ଭାବରେ ବଢିଚାଲିଛି ତୈଳ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୯୬ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ୧୦୬ ଟଙ୍କା ୬୦ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ…

ବାଲେଶ୍ବର: ବିପଦ ସଂକୁଳ କୋଠାରେ ଚାଲିଛି ଡିଇଓ କାର୍ଯ୍ୟାଳୟ

ବାଲେଶ୍ୱର (କେନ୍ୟୁଜ): ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପଦ ସଙ୍କୁଳ କୋଠାରେ ଚାଲିଥିଲେ ହେଁ ଏଥିପ୍ରତି କାହାରି ନଜର ନପଡିବା ପରିତାପର…

ଶୀତଦିନେ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ସୋରିଷ ତେଲ, ଜାଣନ୍ତୁ ଏହାର ଫାଇଦା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଏହାକୁ…