Below header

ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ

ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଛି। ଷ୍ଟିଅରିଂ କମିଟି ବୈଠକ ପରେ ସଂଘ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର…

ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା, ଆଜି ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି

ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ପୂରିଛି ତିନି ବର୍ଷ । ଆଜି ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି ମିଳିବ। ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର, ନିମାପଡା କୁ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣ । ଏହା ସହ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ଜଳ…

୧୮ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଉଁଶୁଳି ଗାଁରେ ପଶିଲେ ୧୮ ଟିକିଆ ହାତୀପଲ । ଗାଁରେ ପଶି ହାତୀପଲ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏଥର ଚାଷୀମାନେ ବହୁ ଜମିରେ ଚାଷ କରିଛନ୍ତି । ବର୍ଷ ଯାକର ଫସଲ ନଷ୍ଟ ହେବାକୁ ନେଇ ଏବେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି । ତେବେ 40…

୮୨.୪ କେଜି ଗଂଜେଇ ଜବତ , ଜଣେ ଗିରଫ

ବ୍ରହ୍ମପୁର : ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି 82 କେଜି 400 ଗ୍ରାମ ଗଞ୍ଜେଇ | ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି | ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା…

ସୁନ୍ଦରଗଡ଼ରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ, ପଡୋଶୀ ରାଜ୍ୟର ଥାନାକୁ ଅଭିଯୁକ୍ତର ଫଟୋ ପଠାଇଲା ପୋଲିସ

ଦିଅର ସାଜିଥିଲା ଯୌନ ରାକ୍ଷାସ। ସୁନ୍ଦରଗଡ଼ରେ ମା' ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୋଲିସର ଖୋଳତାଡ଼ ଆରମ୍ଭ । ପଡୋଶୀ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ ଓ ପଡୋଶୀ ଜିଲ୍ଲାର ସମସ୍ତ ଥାନାକୁ ଫଟୋ ପଠାଇଲା ସୁନ୍ଦରଗଡ଼ ପୋଲିସ । ଦୁଷ୍କର୍ମ ନେଇ ପୋଲିସ ନିକଟରେ କୌଣସି ସଠିକ୍ ସୂଚନା ନଥିବା କହିଛନ୍ତି…

୧୨ରେ ବଣ୍ଡା ଘାଟିରୁ ଆରମ୍ଭ ହେବ ‘ଲକ୍ଷ୍ମୀ’ ପରିବହନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

୧୨ରେ ବଣ୍ଡା ଘାଟିରୁ ଆରମ୍ଭ ହେବ ପରିବହନର ସ୍ବର୍ଣ୍ଣିମ ଅଧ୍ଯାୟ। 'ଲକ୍ଷ୍ମୀ'ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ । ମାଲକାନଗିରି ଗସ୍ତରେ ଯାଇ ଲକ୍ଷ୍ମୀ ଯୋଜନାର ଶୁଭ ଉଦ୍ ଘାଟନ କରିବେ। ମାଲକାନଗିରିରୁ…

ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି, ଜନ୍ମ ନେଲେ ୪ଟି ବାଘ ଛୁଆ

ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର । ଆସିଲେ ନୂଆ ଅତିଥି । ଜନ୍ମ ନେଲେ ୪ଟି ବାଘ ଛୁଆ । ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ସ୍ଥିତ T-17 ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ବନ ଅଧିକାରୀ ଏହି ବାଘଛୁଆମାନଙ୍କୁ ଠାବ କରିଛନ୍ତି । ତେବେ ଏହି ୪ଟି ବାଘ ଛୁଆ କିଛି ଦିନ ତଳେ ଜନ୍ମ ନେଇଛନ୍ତି ଏବଂ…

ପୋଲ ତଳୁ ମିଳିଲା ମଣିଷ ପାଦ ଓ ପଞ୍ଜରାହାଡ଼ କଙ୍କାଳ

ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅମ୍ବାଦଳା ଗ୍ରାମର ଜଣେ ଯୁବକ ଦିନ ୧୧ଟା ସମୟରେ ମଶାଣି ନାଳ ନିକଟକୁ ଯାଇଥିବା ସମୟରେ ନାଳରେ ରହିଥିବା ପୋଲ ତଳେ ଏକ ମଣିଷ ପାଦ ଓ…

ସୁନା ଦରରେ ଆସିଲା କିଛିଟା ପରିବର୍ତ୍ତନ, ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର

କେନ୍ୟୁଜ୍(ବ୍ୟୁରୋ):  ପାର୍ବାଣ ଋତୁରେ ସୁନା ଦରରେ ଆସିଲା କିଛିଟା ପରିବର୍ତ୍ତନ । ଆପଣ ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର।  ଗତକାଲି ଅପେକ୍ଷା ଆଜି ସୁନାଦର ସାମନ୍ୟ ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,…

ଟ୍ରେନରେ କଟି ଯୁବକ ମୃତ, ପୋଲିସ ତଦନ୍ତ ଆରମ୍ଭ

ମୟୁରଭଞ୍ଜ : ଟ୍ରେନରେ କଟି ଯୁବକ ମୃତ। ଘଟଣା ଘଟଣା ଘଟିଛି ଭଞ୍ଜପୁର ଥାନା ଅନ୍ତର୍ଗତ ବାଘରାରୋଡ ଅଞ୍ଚଳରେ। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ରାତି ପ୍ରାୟ ୧୨ ଟା ସମୟରେ ପୁରୀ ରୁ ବାଙ୍ଗିରିପୋଷି ଆସୁଥିବା ସୁପରଫାଷ୍ଟ ଟ୍ରେନରେ କଟି ଯୁବକ ଜଣକ ମୃତ୍ୟ ବରଣ କରିଥିବା ଅନୁମାନ କରା ଯାଉଛି।…

ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର

କେନ୍ୟୁଜ୍(ବ୍ୟୁରୋ): ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତେଲ ଦରରେ ପରିବର୍ତ୍ତନ ହୋଇନି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ପଇସା ରହିଛି। ସେହିପରି ଦେଶର ପ୍ରମୁଖ…

୭୬୫ ଯାତ୍ରୀଙ୍କୁ ଧରି ଗଡିବ ମେଟ୍ରୋ, ୩ଟି କୋଚକୁ ନେଇ ୮୫ କିମି ବେଗରେ ଯିବ

୭୬୫ ଯାତ୍ରୀଙ୍କୁ ଧରି ଗଡିବ ମେଟ୍ରୋ । ଭୁବନେଶ୍ବର-କଟକ ଗଡିବାକୁ ଥିବା ମେଟ୍ରୋ ରେଳରେ ୭୬୫ ଜଣ ଯାତ୍ରୀ ଯାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବା ସହିତ ଏହାର ଯାତ୍ରୀ କ୍ଷମତା ୭୬୫ ରହିଛି । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ମଧ୍ୟ…